ନରସିଂହପୁର ପୋଲିସକୁ ଦୁର୍ବୁତ୍ତ୍ୱଙ୍କ ଖୋଲା ଚ୍ୟାଲେଞ୍ଜ

Udaya_Labanya | November 13, 2021 | 46 views |0 | Breaking News


ନରସିଂହପୁର( ଉଲାପ୍ର)ନରସିଂହପୁର କ୍ଲବ ଛକ ଆଶା କମୁନିକେସନ ବିଭୂତି ସାହୁଙ୍କ ଦୋକାନ ରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଦୋକାନ ତାଲା କାଟି 15ଟି ଦାମୀ ମୋବାଇଲ ସେଥି ମଧ୍ୟରୁ ଦୁଇଟି ମୋବାଇଲ ର ଦାମ 70 ହଜାର ସମୁଦାୟ ମୋବାଇଲ ର ଆନୁମାନିକ ମୁଲ୍ୟ ଅଢେଇ ଲକ୍ଷ ରୁ ଅଧିକ ଟଙ୍କା ଏବଂ ଏବଂ ପ୍ରାୟ ଏକ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି,ଆଜି ସକାଳୁ ଏହି ଘଟଣା ଜଣା ପଡିବା ପରେ ଦୋକାନୀ ମାଲିକ ନରସିଂହପୁର ଥାନାରେ ମାମଲା ରୁଜୁ କରିଥିବା ଜଣାପଡିଛି, ଦୁର୍ବୁତ୍ତ ମାନେ ନରସିଂହପୁର ପୋଲିସ କୁ ଖୋଲା ଚାଲେଞ୍ଜ ଦେଇଛନ୍ତି,ଦେଖାଯାଉ ଆସାମୀକୁ ଧରିବାରେ ନରସିଂହପୁର ପୋଲିସ କେତେ ଦମ ଦେଖାଉଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories