#Breaking News

ମହାବୀର ବିଧାୟକ ଫୁଟ ବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ


ଫୁଲ ବାଣୀ-(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ସିପାଞ୍ଜିରଠାରେ ଅନୁଷ୍ଠିତ ମହାବିର ବିଧ।ୟକ ଫୁଟବଲ ଟୁର୍ଣ୍ଣ । ମେଣ୍ଟ ର ଉଦଘାଟନି ଉତ୍ସବରେ ବାଲିଗୁଡ଼ା ବିଧାୟକଚକ୍ରମଣୀ କହଁର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ ଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏନ.ଏସି ଅଧ୍ୟକ୍ଷ ତଥା ବାଲିଗୁଡ଼ା ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାମଦେବ ମଲିକ,ବୁଡରୁ କିଆପଞ୍ଚାୟତସରପଞ୍ଚ କାର୍ତ୍ତିକ ମଲିକ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଫୁଟବଲ ଟୁର୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ବ୍ଲକଅଞ୍ଚଳର ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି।
ପ୍ରଥମ ଦିନରେଜି ଉଦୟଗିରି ଓଫିରିଙ୍ଗିଆ ବ୍ଳକ କାରେ କାମ୍ବା ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା।

Leave a comment

Your email address will not be published. Required fields are marked *