ରୁଦା ମଲ୍ଲିକ କନ୍ଧମାଳଜ଼ିଲ୍ଲାମହିଳା କଂଗ୍ରେସ ସଭାପତି
Udaya_Labanya | November 17, 2021 | 32 views |0 | Breaking News
ଫୁଲବାଣୀ (ସୁନୀଲ ପଟନାୟକ )
ରୁଦା ମଲିକ ହେଲେ ଜିଲାକଂଗ୍ରେସ ମହିଳା ସଭାପତି।
ଏ ନେଇ ଆଜି ସ୍ଥାନୀୟ ପ୍ରେସ କ୍ଲବ ଠାରେ ଜିଲା କଂଗ୍ରେସ ସଭାପତି ଅନାମ ନାୟକ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମିଳନୀ ରେ ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ଙ୍କ ନାମ ଘୋଷଣା କରିଥିଲେ। ବହୁଦିନ ଧରି ଜିଲା ମହିଳା କଂଗ୍ରେସ ସଭାପତି ପଦଟି ଖାଲି ପଡିଥିଲା। କନ୍ଧମାଳ ଜିଲା ଦାରିରିଙ୍ଗିବାଡ଼ି ବ୍ଲକ ଅଧ୍ୟ କ୍ଷ l ଥିବା ସହିତ ରୁଦା ମଲିକ କୁ ଜିଲା ମହିଳା ସଭାପତି ଭାବେ ଘୋଷଣା କରାଯାଇଥିଲା। ଏହା ସହିତ ଆଗାମୀ 22 ନଭେମ୍ବର ରେ ଆସିବା କୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ତ୍ରିବ୍ର ବିରୋଧ କରାଯିବ ବୋଲି ଜିଲା ଯୁବକଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ କହିଛନ୍ତିl
ଏହି ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରସର ବହୁ. ନେତା ଓ କର୍ମୀ ଉପସ୍ଥିତ ଥିଲେ l