ରୁଦା ମଲ୍ଲିକ କନ୍ଧମାଳଜ଼ିଲ୍ଲାମହିଳା କଂଗ୍ରେସ ସଭାପତି

Udaya_Labanya | November 17, 2021 | 16 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ରୁଦା ମଲିକ ହେଲେ ଜିଲାକଂଗ୍ରେସ ମହିଳା ସଭାପତି।
ଏ ନେଇ ଆଜି ସ୍ଥାନୀୟ ପ୍ରେସ କ୍ଲବ ଠାରେ ଜିଲା କଂଗ୍ରେସ ସଭାପତି ଅନାମ ନାୟକ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମିଳନୀ ରେ ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ଙ୍କ ନାମ ଘୋଷଣା କରିଥିଲେ। ବହୁଦିନ ଧରି ଜିଲା ମହିଳା କଂଗ୍ରେସ ସଭାପତି ପଦଟି ଖାଲି ପଡିଥିଲା। କନ୍ଧମାଳ ଜିଲା ଦାରିରିଙ୍ଗିବାଡ଼ି ବ୍ଲକ ଅଧ୍ୟ କ୍ଷ l ଥିବା ସହିତ ରୁଦା ମଲିକ କୁ ଜିଲା ମହିଳା ସଭାପତି ଭାବେ ଘୋଷଣା କରାଯାଇଥିଲା। ଏହା ସହିତ ଆଗାମୀ 22 ନଭେମ୍ବର ରେ ଆସିବା କୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ତ୍ରିବ୍ର ବିରୋଧ କରାଯିବ ବୋଲି ଜିଲା ଯୁବକଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ କହିଛନ୍ତିl
ଏହି ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରସର ବହୁ. ନେତା ଓ କର୍ମୀ ଉପସ୍ଥିତ ଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories