କାର ଓ ବାଇକ କୁ ଧକ୍କା ଦେଇ ଅଟୋ ଚାଳକ ଫେରାରସାମ୍ବାଦିକ ଆହାତ

Udaya_Labanya | November 18, 2021 | 36 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ପ୍ରଥମେ ଜଣେ ଡାକ୍ତର ରଙ୍କ କାରକୁ ଧକ୍କା ଦେଇଥିଲା ଅଟେ । ପରେ ଏକ ଜଣାଶୁଣା ଓ କିଲ ଓ ସାମ୍ବାଦିକଙ୍କ ବାଇକ କୁ ଧକ୍କା ଦେଇ ଦୃତ ଗତିରେ ଅଟେ । ଚାଳକ ଫେରାର ହୋଇଯାଇଥିଲା ଆଖି ପିଛୁଳ।କେ କୁ ଆଡେ ।
ଏନେଇ ଡାକ୍ତର ବେହେରା ଥାନାରେ ଏତେଲା ଦେଇଛନ୍ତି । ଡାକ୍ତର ବେହେରା। ଙ୍କ କାର ଡ଼ାହାଣ ପଟସାମାନ୍ୟ କ୍ଷତି ଗସ୍ତ ହୋଇଥିବାବେଳେ ସାମ୍ବାଦିକ ଆଦିତ୍ୟ କୁମାର ତ୍ରିପାଠିଙ୍କ ବାଇକ ଭାଙ୍ଗିଯାଇଥିବାବେଳେ ସେ ବ।ଇକରୁ ତଳକୁ ପଡିଯିବା ଫଳରେ ଅଣ୍ଟା ହାତ ଓ ପିଠିରେ ଆଘାତ ଲାଗିଛି ।
ଦୁର୍ଘଟଣା ଘଟିଛି ସହର ର ରାମ ମନ୍ଦିର ରାସ୍ତାରେ l
ଅଟୋ ଚାଳମାନେ ଦୃତ ଗତିରେ ଅଟେ ।ଚଳାଉଥିବାରୁ ପ୍ରତିଦିନ ଦୁର୍ଘଟଣା ମାନ ଘଟୁଛି ।
ଏଥି ପତି ପୋଲିସ ଦୃଷ୍ଟି ଦେଉନଥିବାରୁ
ଅଟୋ ଚାଳକଙ୍କ ମନ ମାନୀବଢି ଚାଲିଛି। ତୁରନ୍ତ ଅଟେ । ଚାକକଙ୍କୁ ଗିରଫ କରିବା ସହ ଉଭୟଙ୍କୁ କ୍ଷତିପୁରଣ ପ୍ରଦାନ ଓ ଅଟେ । ଜବତ କରିବାକୁ ଦାବୀ କରାଯାଇଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories