ପାଣିପାଇଁ ଉତ୍ୟକ୍ତ ଲୋକଙ୍କରାସ୍ତା ଅବରୋଧ

Udaya_Labanya | November 18, 2021 | 16 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ)
ବାରମ୍ଵାର ଗୁହାରୀ କରି କରି ପିଇବା ପାଣି ମୁନ୍ଦିଏ ମିଳିଲା ନିଠିକ ସମୟରେ। କେତେ ଆଉ ଗୁହାରୀ କରନ୍ତେ । ଶେଷରେ ବାଧ୍ୟ ହୋଇ ଗୁରୁବାର ସକାଳୁ ସକାଳୁ ଗରା, ମାଠିଆ .ବାଲତି ରଖିଫୁଲବାଣୀ_ଭୁବନେଶ୍ୱର ରାସ୍ତାର ସାଲକୀ ହୋଟେଲ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଛନ୍ତି।
ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି ।
ଖବର ପାଇ ଟାଉନଥାନା ପୋଲିସ, ସହରାଞ୍ଚଳ ଜନ ସ୍ଵାସ୍ଥ୍ୟ ବିଭାଗ ଯନ୍ତୀ ପ୍ରମୁଖଙ୍କ ସମେତ ତହସିଲଦାର, ଘଟଣ । ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ବିଭାଗ ପକ୍ଷରୁ ପାଇପ ଯୋଗେ ପାନୀୟ ଜଳ ନିୟମିତ ଆସୁନି । ଦିନେ ଆସିଲେ ୪ ଦିନ ବନ୍ଦ । ନଳକୁ ପ ମ ଧ୍ୟ ଅଚଳ, ଫଳରେ ପିଇବା ପାଣିପାଇଁ ପେଞ୍ଜିସାହି ସ୍କୁଲ ନ ନିକଟ, ଅରବିନ୍ଦ ନଗର, ଏଫସିଆଇ ନିକଟରେ ରହୁଥିବା କଲୋନୀ ବାସିନ୍ଦା ବର୍ଷର ବାର ମାସ ଜଳକଷ୍ଟ ଭୋଗୁଛନ୍ତି । ଦାୟୀତ୍ଵରେ ଥିବା ମହିଳା ଯନ୍ତ୍ରୀକିଛିଜାଣୁନଥିବାବେଳେ ସହକାରୀ ଯନ୍ତ୍ରୀ ଜଣଙ୍କ ଦୀର୍ଘବର୍ଷ ଧରି ରହି ଦୁର୍ନିତୀ ଅନିୟମିତତାରେ ଲିପ୍ତ ରହିଥିବା ଓ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀମାନେ। ତୁରନ୍ତ ଏହି ଯନ୍ତ୍ରୀ ଦୁଇ ଜଣଙ୍କ ଏଠାରୁ ବଦଳୀ କରିବାକୁ ଦାବୀ କରିଛନ୍ତି ଲୋକ ।
ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲା ପାଳ ଦୃଷ୍ଟିଦେବାକୁ ଦାବୀ କର। ଯାଇଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories