ପାଣିପାଇଁ ଉତ୍ୟକ୍ତ ଲୋକଙ୍କରାସ୍ତା ଅବରୋଧ

Udaya_Labanya | November 18, 2021 | 24 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ)
ବାରମ୍ଵାର ଗୁହାରୀ କରି କରି ପିଇବା ପାଣି ମୁନ୍ଦିଏ ମିଳିଲା ନିଠିକ ସମୟରେ। କେତେ ଆଉ ଗୁହାରୀ କରନ୍ତେ । ଶେଷରେ ବାଧ୍ୟ ହୋଇ ଗୁରୁବାର ସକାଳୁ ସକାଳୁ ଗରା, ମାଠିଆ .ବାଲତି ରଖିଫୁଲବାଣୀ_ଭୁବନେଶ୍ୱର ରାସ୍ତାର ସାଲକୀ ହୋଟେଲ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଛନ୍ତି।
ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି ।
ଖବର ପାଇ ଟାଉନଥାନା ପୋଲିସ, ସହରାଞ୍ଚଳ ଜନ ସ୍ଵାସ୍ଥ୍ୟ ବିଭାଗ ଯନ୍ତୀ ପ୍ରମୁଖଙ୍କ ସମେତ ତହସିଲଦାର, ଘଟଣ । ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ବିଭାଗ ପକ୍ଷରୁ ପାଇପ ଯୋଗେ ପାନୀୟ ଜଳ ନିୟମିତ ଆସୁନି । ଦିନେ ଆସିଲେ ୪ ଦିନ ବନ୍ଦ । ନଳକୁ ପ ମ ଧ୍ୟ ଅଚଳ, ଫଳରେ ପିଇବା ପାଣିପାଇଁ ପେଞ୍ଜିସାହି ସ୍କୁଲ ନ ନିକଟ, ଅରବିନ୍ଦ ନଗର, ଏଫସିଆଇ ନିକଟରେ ରହୁଥିବା କଲୋନୀ ବାସିନ୍ଦା ବର୍ଷର ବାର ମାସ ଜଳକଷ୍ଟ ଭୋଗୁଛନ୍ତି । ଦାୟୀତ୍ଵରେ ଥିବା ମହିଳା ଯନ୍ତ୍ରୀକିଛିଜାଣୁନଥିବାବେଳେ ସହକାରୀ ଯନ୍ତ୍ରୀ ଜଣଙ୍କ ଦୀର୍ଘବର୍ଷ ଧରି ରହି ଦୁର୍ନିତୀ ଅନିୟମିତତାରେ ଲିପ୍ତ ରହିଥିବା ଓ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀମାନେ। ତୁରନ୍ତ ଏହି ଯନ୍ତ୍ରୀ ଦୁଇ ଜଣଙ୍କ ଏଠାରୁ ବଦଳୀ କରିବାକୁ ଦାବୀ କରିଛନ୍ତି ଲୋକ ।
ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲା ପାଳ ଦୃଷ୍ଟିଦେବାକୁ ଦାବୀ କର। ଯାଇଛି।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories