ମାର ମମତା,ତୁମୁଡିବନ୍ଧ ରେ ଦୁଇ ଛେଳି ଛୁଆ କ୍ଷୀର ଖାଇଲେ ମା କୁକୁର ଠାରୁ

Udaya_Labanya | November 18, 2021 | 25 views |0 | Breaking News


ଫୁଲବାଣୀ-୧୮/୧୧(ସୁନୀଲପଟନାୟକ)
ମା’ମମତାମୟୀ, ମା ରମମତା ଅତୁଳନୀୟ । ମା’ ପରି ଏହି ଦୁନିଆରେ କେହି ନାହିଁ। ଏହା ସମସ୍ତେ ଜାଣନ୍ତି । ସେ ପାଠପଢିଥିବା ମଣିଷ ହେଉ ନତୁବା ପଶୁପକ୍ଷୀ । ସବୁଠି ମା’ ପରଓଆପଣାନ ଭାବି ତାବାତ୍ସଲ୍ୟ ମମତା ଢାଳି ଦେଇଛି । ଏଭଳି ବାତ୍ସଲ୍ୟ ପ୍ରେମ ଦେଖିବାକୁ ମିଳିଛି ତୁମୁଡିବନ୍ଧ ବ୍ଲକ ର ମୁଣ୍ଡି ଗଡ଼ ପଞ୍ଚାୟତର ମୁଣ୍ଡି ଗଡ଼ରେ । ଦିନେ କି ଓ ଳିଏ ନୁହେଁ ଦୀର୍ଘ ୩/୪ ମାସ ହେଲାଣି ଲଗା ତର କ୍ଷୀର ଦେଇ ଆସୁଛି ଦୁଇ ଛେଳି ଛୁଆକୁ । ଯାହାକି ଗ୍ରାମବାସୀକୁ ବିସ୍ମିତ କରିଛି । ଉଭୟ ଖାଦ୍ୟ ଓ ଖାଦକ ହୋଇଥିଲେ ଏଠାରେ ମା’ ତାର ମମତା ଦେଖାଇଛି । ତୁମୁଡିବନ୍ଧ ବ୍ଲକ
ମୁଣ୍ଡି ଗଡଗ୍ରାମରର ବନରସିଂପାତ୍ରଙ୍କ ଦୁଇ ଛେଳି ଛୁଆ ପ୍ରତିଦିନ ଏହି ବୁଲା ମା କୁକୁରରକ୍ଷୀର ପିଉଛନ୍ତି । ମା କୁକୁର ମଧ୍ୟ ଏଥିରେ ପ୍ରତିବାଦନ କରି ସେମାନଙ୍କୁ ମନ ଭରି କ୍ଷୀର ପିଆ ଇ ଆତ୍ମତୃପ୍ତି ପାଉଥିବା ଦେଖାଯାଇଛି । ଏହାକୁ ଦେଖିବା ସହ ଫଟୋ ଉଠାଇ ବା ଲାଗି ଲୋକଙ୍କ ଗହଳି ମଧ୍ୟ ହେଉଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories