୫ ଦଫା ଦାବୀ ପୂରଣ ନେଇ ଲ୍ୟlମ୍ପସ କର୍ମଚାରୀ ଙ୍କ ଧାରଣା

Udaya_Labanya | November 20, 2021 | 33 views |0 | Breaking News


ଫୁଲବାଣୀ (ସୁନୀଲପଟ ନା ୟକ )
ଓଡିଶା କର୍ମଚାରୀ ମହାସଂଘ ଡ଼ାକରାରେ କନ୍ଧମାଳ ବୌଦ୍ଧ ଜିଲ୍ଲାର ୬୬ ଗୋଟି ସମବାୟ ସମିତି ଲ୍ୟାମ୍ପସ ଓ ପ୍ୟାକସ କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା ସହ ପାଞ୍ଚ ଦଫା ଦାବି ନେଇ ଫୁଲବାଣୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କନ୍ଧମାଳ ଓ ବୌଦ୍ଧ ସମବାୟ କର୍ମଚାରୀ ସଂଘ। ଓଡ଼ିଶାର ମୋଟ 2708 ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସ ରେ କାର୍ଯ୍ୟରତ କର୍ମଚାରୀ ସରକାରୀ ମାନ୍ୟତା ଦିଆଯାଉ ବୋଲି ସଂଘ ଦାବି କରିଛି। ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାଇ ସମସ୍ତ ବର୍ଗର କର୍ମଚାରି ମାନଙ୍କୁ ଦରମା ଓ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ମହଙ୍ଗା ଭତା ଲ୍ୟାମ୍ପସ କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉ। ଏବଂ ମହାମା ରି କରୋନା ସମୟରେ କୋଭିଡ଼ ରେ ମୃତ୍ଯୁ ବରଣ କରିଥିବା କର୍ମଚା ରୀଙ୍କୁ କୋଭିଡ଼ ଯୋଦ୍ଧା ଭାବେ ଘୋଷଣା କରାଯିବା ସହ 50 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ। ଏହି ପାଞ୍ଚ ଦଫା ଦାବି ନେଇ ସମବାୟ କର୍ମଚାରୀ ସଂଘ ର କର୍ମଚାରୀ ମାନେ କାର୍ଯାଳୟ ସମ୍ମୁଖରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories