ଢେଙ୍କାନାଳରେ ନୂତନ ଏସ୍ପି ଭାବେ ଯୋଗଦେଲେ ଏଲ ଦିବ୍ୟା

Udaya_Labanya | November 22, 2021 | 13 views |0 | Breaking News

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳରେ ଆଜି ନୂତନ ଏସ୍ପି ଭାବେ ଯୋଗଦେଲେ 2013 ମସିହାର IPS ଅଫିସର Ms L. DIVYA V. ସେ ଆଗରୁ କ୍ରାଇମବ୍ରାଞ୍ଚ ର ଏସ୍ପି ରୂପେ କାର୍ଯ୍ୟ କରିଆସୁଥିଲେ । ଢେଙ୍କାନାଳର ଏସ୍ପି କେ ଶିବା ସୁବ୍ରମଣି ଙ୍କର କ୍ରାଇମବ୍ରାଞ୍ଚ ଦିଲ୍ଲୀ କୁ ବଦଳିହୋଇଯିବା ପରେ ଆଜି ନୂତନ ଏସ୍ପି ଯୋଗଦେଇଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 19 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories