ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ବିରୋଧ କରି କଂଗ୍ରେସ ଓ ବିଜେ ପି ର ତିରିଶ କର୍ମୀ ଅଟକ

Udaya_Labanya | November 22, 2021 | 298 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଆଜି ବିଜେଡ଼ି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କନ୍ଧମାଳ ଗ୍ରସ୍ତ ପରିପେଖୀ ରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ରେC ମମିତାଙ୍କୁ ନ୍ୟାୟ ଦେବା ଦାବିରେ ରାଜନୀତି ବେଶ ସରଗରମ ହୋଇଉଠିଛି । ଦିନକୁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରବା ସହ ନାରାୟଣୀ ଛକ ଠାରେ କଳା ପତାକା ଦେଖାଇଛି କଂଗ୍ରେସ । ପଂଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା ସମତେ ବିଜେଡି ର କର୍ମୀ ଶୋଭାଯାତ୍ରା କରି ସହର ପରିକ୍ରମା କରି ଥିବା ବେଳେ କଳା ପତାକା ଦେଖାଇ ପ୍ରତିବାଦ କରିବା ସହ ବିଜେଡି ସହ ଧସ୍ତାଧସ୍ତି ହୋଇ ଥିଲା କଂଗ୍ରେସ । କଂଗ୍ରେସ ର 30 ଜଣ ରୁ ଅଧିକ କର୍ମି ଙ୍କୁ ଗିରଫ କରିଛି ପୋଲିସ । ସେହିପରି ମାଦିକୁନ୍ଦ। ଛକ ଠାରେ ବିଜେପି ପକ୍ଷରୁ ମଧ୍ୟ ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ର ଙ୍କୁ ଗିରଫ ଦାବି କରିବା ସହ ମୁଖ୍ୟମନ୍ତ୍ରୀ କନ୍ଧମାଳ ଛାଡିଚାଲିଜାନ୍ତୁ ବୋଲି ନାରା ଦେବା ସହ କଳା ପତାକା ପଦର୍ଶନ କରିଥିଲେ ବିଜେପିର କର୍ମି ମାନେ । ପ୍ରତିବାଦ କରୁଥିବା ବିଜେପି ର30 ଜଣ କର୍ମି ମାନଙ୍କୁ ଅଟକ ରଖିଛି ପୋଲିସ ।ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଯୁବ କଂଗ୍ରେସ କର୍ମୀଙ୍କ ଅଟକ ରଖିଥିବା ଜଣାପଡିଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 36 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories