#Breaking News

ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ କୋଭିଡ ସଚେତନତା ଶିବିର ଅନୁଷ୍ଠିତ


ଆଠଗଡ(ଉଲାପ୍ର)ଆଠଗଡ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ କୋଭିଡ୧୯ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି, ଶିକ୍ଷାବିଭାଗର

ଅଧ୍ୟାପିକା ଟ୍ଵିଙ୍କଲ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।yrc ସ୍ବେଛାସେବୀ ମାନଙ୍କ ଦ୍ୱାରା ଏକ ନାଟକ ଅନୁଷ୍ଠିତ ହୋଇଥିଲା।ଅଧକ୍ଷା ସଂଗୀତା ମହାପାତ୍ର ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିବା ବେଳେ ପ୍ରସୂତି ବିଭାଗର ବିଶେଷଜ୍ଞ ଚିନ୍ମୟ ପଣ୍ଡା ଯୋଗଦେଇ ଡେ଼ଲ୍ଟା ଟ୍ରେଣ୍ଡ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନତା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଇତିହାସ ବିଭାଗର ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Leave a comment

Your email address will not be published. Required fields are marked *