ବରଗଡ଼ ସହରରେ ମହିଳା ମାନଙ୍କ ପାଇଁ ଶୌଚାଳୟ କରାଯାଉ: ଆମ୍ ଆଦମୀ ପାର୍ଟି

Udaya_Labanya | November 24, 2021 | 18 views |0 | Breaking News


ବରଗଡ଼:((ସତ୍ୟ ନାରାୟଣ ପ୍ରଧାନ)
ପୌର ପରିଷଦ ଦ୍ୱାରା ସଂଚାଳିତ ବରଗଡ଼ ସହରରେ ଜନ ସାଧାରଣଙ୍କ ପାଇଁ ଜନ ସୁବିଧାର ଘୋର ଅଭାବ ଦେଖାଯାଉଛି । ମୁଖ୍ୟତଃ ମହିଳା ମାନଙ୍କ ପାଇଁ ଶୌଚାଳୟ ର ସୁବିଧା ନଥିବାରୁ ସହରକୁ ଆସୁଥିବା ମହିଳା ମାନେ ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଜନଗହଳି ସ୍ଥାନ ଭାବରେ ବର୍ତ୍ତମାନ ଗାନ୍ଧୀ ଛକ, ଭଟଲି ଛକ ରେ ଦୁଇଟି ଶୌଚାଳୟ ତିଆରି କରିବାକୁ ଆମ୍ ଆଦମୀ ପାର୍ଟି ଏକ ଦାବୀ ପତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଡନସେନା ଙ୍କୁ ଦେଇଛି । ଜିଲ୍ଳା ଆବାହକ ଭବାନୀ ସାହୁ, ଅସିତ ସାହୁ, ମହିଳା ନେତ୍ରୀ ମରିୟମ ବାର୍ଳା, ଅମିତାଭ ପାତ୍ର ଉପସ୍ଥିତ ଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories