#Breaking News

ବରଗଡ଼ ସହରରେ ମହିଳା ମାନଙ୍କ ପାଇଁ ଶୌଚାଳୟ କରାଯାଉ: ଆମ୍ ଆଦମୀ ପାର୍ଟି


ବରଗଡ଼:((ସତ୍ୟ ନାରାୟଣ ପ୍ରଧାନ)
ପୌର ପରିଷଦ ଦ୍ୱାରା ସଂଚାଳିତ ବରଗଡ଼ ସହରରେ ଜନ ସାଧାରଣଙ୍କ ପାଇଁ ଜନ ସୁବିଧାର ଘୋର ଅଭାବ ଦେଖାଯାଉଛି । ମୁଖ୍ୟତଃ ମହିଳା ମାନଙ୍କ ପାଇଁ ଶୌଚାଳୟ ର ସୁବିଧା ନଥିବାରୁ ସହରକୁ ଆସୁଥିବା ମହିଳା ମାନେ ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଜନଗହଳି ସ୍ଥାନ ଭାବରେ ବର୍ତ୍ତମାନ ଗାନ୍ଧୀ ଛକ, ଭଟଲି ଛକ ରେ ଦୁଇଟି ଶୌଚାଳୟ ତିଆରି କରିବାକୁ ଆମ୍ ଆଦମୀ ପାର୍ଟି ଏକ ଦାବୀ ପତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଡନସେନା ଙ୍କୁ ଦେଇଛି । ଜିଲ୍ଳା ଆବାହକ ଭବାନୀ ସାହୁ, ଅସିତ ସାହୁ, ମହିଳା ନେତ୍ରୀ ମରିୟମ ବାର୍ଳା, ଅମିତାଭ ପାତ୍ର ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *