#Breaking News

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ଠାରେ କଂଗ୍ରେସ ତରଫରୁ ଜନ ଜାଗରଣ ଅଭିଯାନ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକକଂଗ୍ରେସ ପକ୍ଷରୁପାବୁରିଆ ଠାରେ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଥିଲା l
ଏହି ଜନ ଜାଗରଣ ଅଭିଯାନ ରେ ପୂର୍ବତନ ସଂସଦ ଶ୍ରୀମତୀ ସୁଶ୍ରୀ ମିନାକ୍ଷୀ ନଟରାଜନ, ଏବଂ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଘଠନ ସଭାପତି ସୁଦର୍ଶନ ଦାସ,ରାଜ୍ୟ ପ୍ରଭାରୀ କୁନାଲ ବାନାର୍ଜୀ, ଜିଲ୍ଲା କଂଗ୍ରେସ ପ୍ରଭାରୀ ବିସ୍ମୟ ମହାପାତ୍ର,ରାଜୀବଗାନ୍ଧୀ ପଞ୍ଚାୟତ ରାଜ ସଙ୍ଘଠନ ର ରାଜ୍ୟ ଉପ ସଭାପତି ବିଜୟ ପ୍ରଧାନ, କନ୍ଧମାଳ ଜିଲ୍ଲା ଅନୁସୂଚିତ ଜାତି ବିଭାଗ ଅଧକ୍ଷପ୍ରଫୁଲ୍ଲ ଦିଗାଲ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଘଠନ କନ୍ଧମାଳ ଜିଲ୍ଲା ସଭାପତି ପ୍ରତାପ କୁମାର ପ୍ରଧାନ, ପୂର୍ବତନ ଏମ ଏଲ ଏ ଶ୍ରୀମତୀ ଅଜୟନ୍ତୀ ପ୍ରଧାନ,ଟିକାବାଲି ବ୍ଲକ କଂଗ୍ରେସ ସଭାପତି ଗୋକୁଳ ପ୍ରଧାନ, ଓ କଂଗ୍ରେସ ର ନେତା କର୍ମୀ ଓ ମହିଳା ମା ମନେ ବହୁତ ମାତ୍ରା ରେ ଏହି ଜନ ଜାଗରଣସଭା ରେ ଯୋଗ ଦେଇ କେନ୍ଦ୍ର ସରକାର ଙ୍କ ମନମୁଖି ସାଶନ ଓ ରାଜ୍ୟ ସରକାର ଙ୍କ ମାତ୍ରା ଧିକ ଦୁର୍ନୀତି କୁ ଓ ମମିତା ହେହେର ପରିବାର ଙ୍କୁ ନ୍ୟାୟ ଦାବି ଓ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟସ ବୃଦ୍ଧି ଓ ଅନ୍ୟାୟ ଅତ୍ୟାଚାର,ଏକ ଛାତ୍ରବାଦୀ ସାଶନ ଚଳିବ ନାହିଁ ନାରା ରେ ଆଜି ପାବୁରିଆ ମାଲେରିମାହା ଠାରୁ ପାବୁରିଆ ଛକ ପର୍ଯ୍ୟନ୍ତ କଂଗ୍ରେସ ର ପୁରୁଖା ନେତା କର୍ମୀ ଓ କର୍ମକର୍ତା ଜନ ଜାଗରଣ ରେ ଶତାଧିକ କର୍ମୀ ଯୋଗ ଦେଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ll

Leave a comment

Your email address will not be published. Required fields are marked *