ଜିଲ୍ଲା ସ୍ତରୀୟ ସାମ୍ଭିଧାନିକ ଦିବସ ପାଳିତ

Udaya_Labanya | November 26, 2021 | 34 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସହର ର ସ୍ଥାନୀୟ ପି ଏ ଆଇଟିଡିଏ ସଭାଗୃହ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲା ସ୍ତ ରୀ ୟ ବକୃତା ପ୍ରତିଯୋଗିତା ଓସାମ୍ଭିଧାନିକ ଦିବସ ଅନୁ ଷ୍ଟି ତ ହୋ ଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲନିୟୋଜନ ଅଧିକାରୀ ଭୃଙ୍ଗରାଜ ମହାନ୍ତି ଯୋଗ ଦେ ଇ ଥିବା ବେଳେ ସନ୍ନମାନିତ ଅତିଥି ଓ ବିଚାର କ ଭାବରେ ଡ ଅନନ୍ତ ଚରଣ ମିଶ୍ର, ଅବସର ପ୍ର1ପ୍ତ ଶିକ୍ଷାଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ,ଅରୂପ ଜେନା,ବରିଷ୍ଠ ସାମ୍ବାଦିକ, ନବୀନ କିଶୋର ପଣ୍ଡା ଅବ ସ ରପ୍ରାପ୍ତ ପୋଲିସ ଭିଭାଗର କମାଣ୍ଡଣ୍ଟ, ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଏବଂ ସହକର୍ମୀ ସତ୍ୟବାନ ଦଳବେହେରା ପ୍ର ମୁଖ ଯୋଗ ଦେ ଇ ଥିଲେ l ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜ଼ିଲ୍ଲା ର ପ୍ରତେକ ବ୍ଲକ ର ଯୁବକ ଓ ଯୁବତୀ ଅଂଶ ଗ୍ରହଣ କରିଥିଲେ 1 1 ଏହି ଦିବସରେ ଏକ ବ୍ରକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ପ୍ରଥମ ଜି ରୋହିତ କୁମାର ଫୁଲବାଣୀ , ଦ୍ୱିତୀୟ ଡେଭଲିନ ପ୍ରିୟଦର୍ଶିନୀ ଏ ବଂ ତୃତୀୟ ଜୀବନ ନାୟକ ତୁମୁଡିବନ୍ଧ ହୋଇ ଥିଲେ ବିଜୟୀ ପ୍ରଥମ ପ୍ରତିଯୋଗୀ କୁ ପାଞ୍ଚ ହଜାର ଟଙ୍କା ସହ ଟ୍ରଫି,ପ୍ରମାଣ ପତ୍ର, ଦ୍ୱିତୀୟ ପ୍ରତିଯୋଗୀକୁ ଦୁଇ ହଜାର ଟଙ୍କା ସହ ଟ୍ରଫି ପ୍ରମାଣ ପତ୍ର ଏବଂ ତୃତୀୟ ପ୍ରତିଯୋଗୀ କୁ ଏକ ହଜାର ଟଙ୍କା ସହ ଟ୍ରଫି ପ୍ରଣାମ ପତ୍ର ଦେ ଇ ପୁରସ୍କୃତ ଅତିଥି ମାନଙ୍କ ଦ୍ଵାରା କରା ଯା ଇ ଥିଲା 1 ମୁଖ୍ୟ ଅତିଥି ଅନୁ ଥିତ ଦିବସ ର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ଅବ ଗତ କରିଥିଲେ 1 ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜ଼ିଲ୍ଲା ଯୁବ ଅଧିକାରୀ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ କାର୍ଯ୍ୟାଳୟ ର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ବିଷୟରେ ଏବଂ ଯେଉଁ ପ୍ରତିଯୋଗୀ ତାର ପ୍ରଥମ ପ୍ରତିଯୋଗୀ ରାଜ୍ୟ ସ୍ତ ରୀ ୟ ବକୃତା ପ୍ରତିଯୋଗୀ ତାରେ ଅଂଶ ଗ୍ରହଣ କରିବେ ବୋଲି ଅବ ଗତ କରିଥିଲେ 1
ଶେଷରେ ସ୍ୱେଚ୍ଛା ସେବୀ ସୋନାଲି ଡିଗାଲ ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି, ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ 1

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 3 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 8 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories