#Breaking News

ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ଥ।ଲ।ମେସିଆ ସଚେତନ ଶିବିର

ଢେଙ୍କାନାଳ(ଉଲାପ୍ର)ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ସ୍ଥାନୀୟ ସାଇମନ୍ଦିର ପରିସରରେ
ଥ।ଲ।ମେସିଆ ରୋଗୀମାନଙ୍କ ପାଇଁ ଏକ ସଚେତନ ଶିବିର ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 50ଜଣ ରୋଗୀ ଯୋଗଦାନ କରି ସମ ହସ୍ପିଟାଲ ର ଡକ୍ଟର ହେମଲତା ଦାଶ ଙ୍କ ଠାରୁ ମରାମର୍ଶ ଗ୍ରହଣ କରିଥିଲେ ।ସତ୍ୟସାଇ ସେବା ସଂଗଠନ ଉକ୍ତ କାର୍ଯ୍ୟକ୍ରମ ନିୟମିତ ଭାବେ କରିବାପାଇଁ ସଂକଳ୍ପ ନେଇଥିବା ବେଳେ ଅଂଚଳର ସମସ୍ତ ରୋଗୀ ଏହାର ସୁଯୋଗ ନେବାପାଇଁ ସଂଗଠନର ଜିଲ୍ଲା ସଭାପତି ପ୍ରକାଶ କରିଥିଲେ । ଉକ୍ତ ଶିବିରରେ ସତ୍ୟସାଇ ସଂଗଠନର ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ସଭାପତି ଯୋଜଦେଇଥିବା ବେଳେ ସଂଗଠନର ଭାଇଭଉଣୀମାନେ ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *