ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ଥ।ଲ।ମେସିଆ ସଚେତନ ଶିବିର

Udaya_Labanya | November 27, 2021 | 33 views |0 | Breaking News

ଢେଙ୍କାନାଳ(ଉଲାପ୍ର)ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ସ୍ଥାନୀୟ ସାଇମନ୍ଦିର ପରିସରରେ
ଥ।ଲ।ମେସିଆ ରୋଗୀମାନଙ୍କ ପାଇଁ ଏକ ସଚେତନ ଶିବିର ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 50ଜଣ ରୋଗୀ ଯୋଗଦାନ କରି ସମ ହସ୍ପିଟାଲ ର ଡକ୍ଟର ହେମଲତା ଦାଶ ଙ୍କ ଠାରୁ ମରାମର୍ଶ ଗ୍ରହଣ କରିଥିଲେ ।ସତ୍ୟସାଇ ସେବା ସଂଗଠନ ଉକ୍ତ କାର୍ଯ୍ୟକ୍ରମ ନିୟମିତ ଭାବେ କରିବାପାଇଁ ସଂକଳ୍ପ ନେଇଥିବା ବେଳେ ଅଂଚଳର ସମସ୍ତ ରୋଗୀ ଏହାର ସୁଯୋଗ ନେବାପାଇଁ ସଂଗଠନର ଜିଲ୍ଲା ସଭାପତି ପ୍ରକାଶ କରିଥିଲେ । ଉକ୍ତ ଶିବିରରେ ସତ୍ୟସାଇ ସଂଗଠନର ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ସଭାପତି ଯୋଜଦେଇଥିବା ବେଳେ ସଂଗଠନର ଭାଇଭଉଣୀମାନେ ସହଯୋଗ କରିଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 30 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories