ଫିରିଙ୍ଗିଆ ବନ ବିଭାଗ ପକ୍ଷରୁ ନିର୍ମିତ ବନ ସୁରକ୍ଷା ସମିତିର ନୂତନ ଗୃହ ଉଦଘାଟିତ

Udaya_Labanya | December 1, 2021 | 28 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ)
ଫୁଲବାଣୀ ବନଖଣ୍ଡ ଅଧିନଫିରିଙ୍ଗିଆ 6ରଂଜ ଅଧିନ ଲମ୍ବା ଗୁଡ୍ରି ଗ୍ରାମରେ ଲକ୍ଷା ଧିକ ଟଙ୍କା ବାୟରେ ନିର୍ମାଣ ହୋଇଥିବା ବନ ସୁରକ୍ଷା ସମିତି ଗୃହକୁ ବୁଧବାର ମୁଖ୍ୟଅତିଥି ଭାବେଫୁଲବାଣୀ ବନଖଣ୍ଡ ଅଧିକ।ରି ଲକ୍ଷ୍ମୀନାରାୟଣ ବେହେରା(ଆଇ.ଏଫ.ଏସ) ଯୋଗଦେଇ ଉଦଘାଟନ କରିଛନ୍ତି ।
ଏହି ଅବସରରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ 6ରଂଜ ଅଫିସର ବିଜୟ କୁମାର ମଲିକ, ଫରେଷ୍ଟର ପ୍ରମୁଖ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ଗୁରତ୍ଵ ଦେଇଥିଲେ ।
ଗ୍ରାମର ବିକାଶ ଓ ଜଙ୍ଗଲ ସୁରକ୍ଷା ସଂପର୍କରେ ନିୟମିତଆଲୋଚନା କରିବାପାଇଁ ଗୃହ କରାଯାଇ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏହି ଅବସରରେ ମୁଖ୍ୟଅତିଥି ଡିଏଫଓ ବେହେରା ଜଙ୍ଗଲ ସୁରକ୍ଷା ଦିଗରେ ବନ ସଂରକ୍ଷଣ ସମିତି ଆନ୍ତରିକ ସହଯୋଗ କରୁଥିବାରୁ ଧନ୍ୟବାଦ ଜଣାଇ ଥିଲେ। ଶେଷରେଗ୍ରାମବାସୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories