ନିୟୁ ଇଣ୍ଡିଆ ଆନୁକୂଲ୍ୟରେ କୋଭିଡ଼ ୧୯ ଟୀକାକରଣ ର ସଫଳ ପରିଚାଳନା

Udaya_Labanya | December 13, 2021 | 20 views |0 | Breaking News


ଢେଙ୍କାନାଳ (ଉଲାପ୍ର)ଢେଙ୍କାନାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଅଗ୍ରଣୀ ସ୍ବେଚ୍ଛ। ସେବି ଅନୁଷ୍ଠାନ ନିୟୁ ଇଣ୍ଡିଆ ଆନୁକୂଲ୍ୟରେ କୋଭିଡ଼ 19 ଟିକାକରଣର ଶିବିର ସଫଳ ରୂପରେ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିନରେ 206 ଜଣ ସନ୍ଥପୁର ଏବଂ ଏରଦ୍ଧା ଗ୍ରାମର ଜନସାଧାରଣ ଟୀକାକରଣ କରିଥିଲେ । ଆଗାମୀ ଦିନରେ 500 ଜଣ ଟୀକାକରଣ ଦେବାର ବ୍ୟବସ୍ଥା କରାଯାଉଅଛି ।ଉକ୍ତ କାର୍ଯ୍ୟକ୍ରମକୁ ପ୍ରତ୍ୟେକ୍ଷ ଭାବେ ନିୟୁ ଇଣ୍ଡିଆ ର ସମ୍ପାଦକ ଶେଷଦେଵ ରାଉତ , ସରପଞ୍ଚ ଝିଲି ମଳିକ, ସମାଜସେବୀ ନିରଦ ରାଉତ ,ହୃଷିକେଶ ରାଉତ ,ନିଗମ ସାହୁ, ଉଦ୍ଧବ ବେହେରା, ବିଚିତ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories