ପିସିସି କାର୍ଯ୍ୟାଳୟ ରେ ପଶିଛାତ୍ର ନେତାଙ୍କୁ ପୋଲିସ ଆକ୍ରମଣ ପ୍ରତିଵାଦ, ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଏସପି ଅଫିସ ଘେରାଉ

Udaya_Labanya | December 14, 2021 | 38 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ରାଜ୍ୟ ପ୍ରଦେଶ କଂଗ୍ରେସ କାର୍ଯାଳୟ ଭିତରେ ସଶସ୍ତ୍ର ପୋଲିସ ଜୋର ଜବରଦସ୍ତ ପଶି ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ଙ୍କୁ ମରଣା ନ୍ତକ ଆକ୍ରମଣ ଘଟଣା ର ପ୍ରତିବାଦ କରି
ମଙ୍ଗଳ ବାର କନ୍ଧମାଳ ଜ଼ିଲ୍ଲା କଂଗ୍ରେସକମିଟି ସଭାପତି ଅନାମ ନାୟକ ଙ୍କ ନେତୃତ୍ୱ ରେ କଂଗ୍ରେସପକ୍ଷରୁ ପୋଲିସ ବିରୁଦ୍ଧରେ ସ୍ଲୋଗାନଦେଇ ରା଼ଲ୍ଲି ରେ ଆସି
ଏସ ପି ଅଫିସ ଘେରାଉ କରିଥିଲେ l
କ ଗ୍ରେସ କର୍ମୀମାନେ ଏସ ପି ଙ୍କ କାର୍ଯାଳୟ ଭିତରକୁ ପଶିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ଅଟକାଇଥିଲl କନ୍ଧମାଳ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ ପୂର୍ବତନ ସାଂସଦ ରାଧା କାନ୍ତ ଡିଗାଲ, ଶ୍ରମିକ ନେତା ଘନ ଶବର, , ପ୍ରମୁଖ ଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ, ଥାନା ଅଧିକାରୀ ସୁଶାନ୍ତ ସେଠି, ଙ୍କ ସମେତ ବହୁ ପୋଲିସ ଉପସ୍ଥିତ ଥିଲେ l ଜ଼ିଲ୍ଲା କଂଗ୍ରେସ ପକ୍ଷରୁରାଜ୍ୟ ପୋଲିସ ମହାନିର୍ଦେଶକ ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories