ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ
Udaya_Labanya | December 16, 2021 | 26 views |0 | Breaking News
ଫୁଲବାଣୀ(ସୁନୀଲ ପଟନାୟକ)
ଏକ ଦୁଷ୍କର୍ମ ମାମଲାର ସାକ୍ଷ୍ୟ ପ୍ରମାଣକୁ ବିଚାର କରି ବାଲିଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଦିଲିପ କୁମାର ବିଶ୍ୱାଳଅଭିଯୁକ୍ତ ସୁଜିତ ନାଏକ କୁ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ସୁଜିତ ରଘର ପରମ ପାଙ୍ଗା ଅଞ୍ଚଳରେ।
ବାଲିଗୁଡ଼ା ପୋଲିସ ୧୧୯ / ୧୫ରେଏକ ଦୁଷ୍କର୍ମ ମାମଲା ରୁଜୁ କରିଥିଲା, Iସରକାରଙ୍କ ପକ୍ଷରୁ ସୁଧାଂଶୁ ମୋହନ ପତିମକଦ୍ଦମା ପରିଚାଳନା କରୁଥିଲେ ।
ସେହିପରି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ନିକଟରେ ଥିବା ଏକ ଓପେନ ଜିମରୁ ଜଣେ ଯୁବତୀ ଏକାକୀ ଫେରୁଥିବା ଦେଖି ଦୁଇ ଜଣ ଯୁବକ ପିଛା କରିବା ସହ ଅସଦାଚରଣ କରିଥିବା ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବାପରେ ପୋଲିସ ସଚିଦାନନ୍ଦ ଡିଗଲ ଓ ମହେଶ୍ଵର ସ୍ଵାଇଁ ନାମକ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।