ପୂର୍ବତନ କର୍ମଚାରୀ ନେତାବ୍ରଜ ପଟନାୟକ ଙ୍କ ବିଜେଡ଼ି ରେ ଯୋଗଦାନ

Udaya_Labanya | December 18, 2021 | 110 views |0 | Uncategorized


ଫୁଲବାଣୀ (ସୁନୀଲ ପଟନାୟକ )
ପୂର୍ବତନ କର୍ମଚାରୀ ନେତା ତଥା ଆଇନଯିବି ବ୍ରଜକିଶୋର ପଟନାୟକ
ଶନିବାର ସମର୍ଥକ ଙ୍କ ସହ ସ୍ଥାନୀୟ ସର୍କିଟ ହାଉସ ରେ ପଂଚାୟତରାଜ ମନ୍ତ୍ରୀ ତଥା କନ୍ଧମାଳ ଜ଼ିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କୁମାର ଜେନା
ଙ୍କ ଉପସ୍ଥିତି ରେ ଯୋଗ ଦେଇଛନ୍ତି l
ଅନ୍ୟ ମାନଙ୍କ ମଧ୍ଯରେ ଫୁଲବାଣୀ ଏମ ଏଲ ଏ ଅଙ୍ଗଦ କହଁର, ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଯୁବବିଜେଡି ନେତା କିଶୋର ମେହର
ପ୍ରମୁଖ ଉପସ୍ଥିତ ଥିଲେ l
ବ୍ରଜ ଛାତ୍ର ଜିବନ ରେ ଫୁଲବାଣିସରକାରୀ ମହାବିଦ୍ୟାଳୟ ର ସଭାପତି ଥିଲେ l
ପରବର୍ତୀ ସମୟ ରେ ସରକାରୀ ଚାକିରୀ କରିଥିଲେ ଓ ଓଡିଶା କର୍ମଚାରୀ ସଂଗ୍ରାମ ସମିତି ର ରାଜ୍ୟ ଭାଇସ ଚେ ୟା ର ମାନ ଭାବେ ରହି କର୍ମଚାରୀମାନଙ୍କ ନ୍ୟାୟ ପାଇଁ ଲଢେଇ କରୁଥିଲେl
ସେ ଜଣେ ଶ୍ରମିକ ନେତା ଭାବେ ବେଶ ଜଣା ଶୁଣା l
ତାଙ୍କର ଯୋଗଦାନ ବି ଜେ ଡ଼ି ଦଳ କୁ ଅଧିକ ମଜଭୁତ କରିବ ବୋଲି ମନ୍ତ୍ରୀ ଜେନା କହିଥିଲେ l

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories