ବରଗଡ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଉଦଯାପିତ;୫୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ

Udaya_Labanya | December 21, 2021 | 26 views |0 | Breaking News

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦୁଇ ଦିବସୀୟ ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ ଆଜି ଉଦଯାପିତ ହୋଇଯାଇଛି।
ଏଥିରେ ଜିଲ୍ଲା ର ବିଭିନ୍ନ ସ୍କୁଲ, କଲେଜ, କ୍ଲବ ର ୫ଶହ ପ୍ରତିଯୋଗୀ ବିଭିନ୍ନ ବର୍ଗର ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠିତ ପୁରୁଷ ୧୦୦ ମିଟର ଦୌଡ ରେ ତିଳକ ରାଉତ ପ୍ରଥମ, ବେଦବ୍ୟାସ ସେଠ୍ ଦ୍ଵିତୀୟ, ବିକାଶ ବିଶ୍ଵାଳ ତୃତୀୟ , ପୁରୁଷ ସର୍ଟପୁଟ ଫିଙ୍ଗିବା ରେ ଗୋପାଳ ମେହେର,ପ୍ରଥମ, ନିରଜ୍ ସାହୁ ଦ୍ଵିତୀୟ, କିଶୋର ବର୍ଗେ ତୃତୀୟ, ଡିସକସ ଫିଙ୍ଗିବାରେ ସୁନିଲ ସିଂ ରେ ନିରଜ ସାହୁ ପ୍ରଥମ, ଗୋପାଳ ମେହେର, ଦ୍ଵିତୀୟ, ସୁନିଲ ସିଂ ତୃତୀୟ, ଜେବଲିନ ଫିଙ୍ଗିବା ରେ ସୁଶିଲ ଭୁଏ ପ୍ରଥମ, ପ୍ରଶାନ୍ତ ଭୁଏ ଦ୍ୱିତୀୟ, ସୁରେନ୍ଦ୍ର ମେହେର ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ମହିଳା ବିଭାଗ ରେ ୧୦୦ ମିଟର ଦୌଡ ପ୍ରତିଯୋଗୀତା ରେ ତିଳୋତ୍ତମା ବରିହା ପ୍ରଥମ, ଅମ୍ବାଳିକା ବରିହା ଦ୍ୱିତୀୟ, ଲୀନା ବେହେରା ତୃତୀୟ , ସର୍ଟ ପୁଟ ଫିଙ୍ଗିବା ରେ ମିନାକ୍ଷୀ ସେଟ୍ ପ୍ରଥମ, ସରିତା ଦେହୁରୀ ଦ୍ଵିତୀୟ, ଦିଲେଶ୍ୱରି ମେହେର ତୃତୀୟ, ୪୦୦ ମିଟର ଦୌଡ ପ୍ରତିଯୋଗୀତା ରେ ସ୍ୱର୍ଣ୍ଣଲତା ରାଉତ ପ୍ରଥମ, ସୁମିତ୍ରା ଧରୁଆ ଦ୍ଵିତୀୟ, ଲିନା ବେହେରା ତୃତୀୟ, ଡିସ୍ କସ୍ ଫିଙ୍ଗିବା ରେ ଲିମା ଭୋଇ ପ୍ରଥମ, ଦିଲେଶ୍ଵରି ମାହାର ଦ୍ଵିତୀୟ, ମିନାକ୍ଷୀ ସେଟ୍ ତୃତୀୟ ହୋଇଥିଲେ। ୧୮ ବର୍ଷ ରୁ କମ ବୟସ ବାଳକ ମାନଙ୍କ ଟ୍ରିପଲ୍ ଜମ୍ପ ରେ ଆର. ରୋହନ ତେବର୍ ପ୍ରଥମ, ଝକେତନ୍ ରୋହିଦାସ ,ଦ୍ଵିତୀୟ , ଧର୍ମେନ୍ଦ୍ର ରୋହିଦାସ ତୃତୀୟ, ଡିସକସ୍ ଫିଙ୍ଗିବା ରେ ଦୀପକ ବଢେଇ ପ୍ରଥମ, ଅରବିନ୍ଦ ବିଭାର ଦ୍ଵିତୀୟ, ସୋହନ କୁମାର ତୃତୀୟ, ୧୦୦ ମିଟର ଦୌଡ ପ୍ରତିଯୋଗୀତା ରେ ପ୍ରତୀକ ମହାରଣା ପ୍ରଥମ, ଏସ. ଆଚାର୍ଯ୍ୟ ଦ୍ଵିତୀୟ, ରାଜୁ ଭୁଏ ତୃତୀୟ, ୪୦୦ ମିଟର ଦୌଡ ପ୍ରତିଯୋଗୀତା ରେ ଅଜିତ ପ୍ରଧାନ ପ୍ରଥମ, ମଳୟ ବାରିକ ଦ୍ଵିତୀୟ, ଏ. ସାହୁ ତୃତୀୟ ହୋଇଛନ୍ତି। ୨୩ ବର୍ଷ ରୁ କମ ବୟସ ବାଳକ ବିଭାଗ ୧୦୦ ମିଟର ଦୌଡ ପ୍ରତିଯୋଗୀତା ରେ ରାଜକୁମାର ସାହୁ ପ୍ରଥମ, ବଜରଙ୍ଗ ରୂପା ଦ୍ଵିତୀୟ, ଅଙ୍କିତ ବେହେରା ତୃତୀୟ, ୪୦୦ ମିଟର ଦୌଡ ପ୍ରତିଯୋଗୀତା ରେ ବଜରଙ୍ଗ ପ୍ରଥମ, ଏସ.ପାଣ୍ଡେ ଦ୍ଵିତୀୟ, ପ୍ରକାଶ ଲୁହା ତୃତୀୟ, ଲମ୍ବଡିଆଁ ରେ ଏସ.ପାଣ୍ଡେ ପ୍ରଥମ, ପୃଥ୍ବୀରାଜ ପ୍ରଧାନ ଦ୍ଵିତୀୟ, ଦୀପକ ତୃତୀୟ , ଡିସ୍କସ ଫିଙ୍ଗିବା ରେ ସତ୍ୟ କର୍ମୀ ପ୍ରଥମ, ସମୀର ପାଢ଼ୀ ଦ୍ଵିତୀୟ, ସନ୍ତୋଷ ତାଣ୍ଡି ତୃତୀୟ ହୋଇଛନ୍ତି। ସେହିପରି ୨୩ ବର୍ଷ ରୁ କମ ବୟସ ବାଳିକା ମାନଙ୍କ ୧୦୦ ମିଟର ଦୌଡ ପ୍ରତିଯୋଗୀତା ରେ ସୁଧାରାନି ମଲ୍ଲିକ ପ୍ରଥମ, ଝାନସି ଭୋଇ ଦ୍ଵିତୀୟ,ଲିମା ଭୋଇ ତୃତୀୟ , ୪୦୦ ମିଟର ଦୌଡ ପ୍ରତିଯୋଗୀତା ରେ ରୁକ୍ମିଣୀ ମାଝୀ ପ୍ରଥମ, ସୁବାସିନି ଭୁଏ ଦ୍ଵିତୀୟ, ଅନୁପମା ପାତ୍ର ତୃତୀୟ, ଡିସ୍କସ୍ ଫିଙ୍ଗିବା ରେ ଏନ୍. ଶ୍ରିସା ପ୍ରଥମ, ପଙ୍କଜିନି ପ୍ରଧାନ ଦ୍ଵିତୀୟ, ଉର୍ମିଳା ମେହେର ତୃତୀୟ ହୋଇଥିଲେ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories