ଢେଙ୍କାନାଳ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ପର୍ବ ପାଳିତ

Udaya_Labanya | January 14, 2022 | 39 views |0 | Breaking News


ଢେଙ୍କାନାଳ (ଉଲାପ୍ର)ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି ପ୍ରାପ୍ତରୁ ମଙ୍ଗଳ ଆଳତି, ମହାସ୍ନାନ, ମହାପ୍ରଭୁ ଙ୍କୁ ନୂତନ ବସ୍ତ୍ର, ଫୁଲ ହାର, ତୁଳସୀ ହାରରେ ସୁ ସର୍ଜିତ କରାଯାଇଥିଲା, ପ୍ରାପ୍ତ ରୁ ପହିଲି ଭୋଗ ଲାଗିକରାଯାଇଥିଲା,1.30ରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ମଙ୍ଗଳାର୍ପଣ ପୂଜା କରାଯାଇଥିଲା, ଚକା, ପୁଳି, କାକରା, ଅର୍ଣ୍ଣ ଭୋଗ, ମକର ଚାଉଳ ଭୋଗ ଲାଗିକରାଯାଇଥିଲା, ମକରବେଢାରେ ମଦନ ମୋହନ ଙ୍କୁ ଘଣ୍ଟ, କାହାଳି, ଚାମର, ସେବା, ଏହି ବେଢାରେ ଦହି, ପାନ ଗୁଆ, ମକର ଚାଉଳ ଜିଲ୍ଲାପି, ପୁଳି, କାକରା, ଚକା ଭୋଗ ଧରି 7ଥର ମକରବେଢ଼ା ପରିକ୍ରମା କରାଯାଇଥିଲା, ପୂଜକ ଭାଗିରଥି ପଣ୍ଡା, ଶ୍ରୀବତ୍ସ ମିଶ୍ର, ପାଳିଆସେବକ ଶମ୍ବୁନାଥ ମହାପାତ୍ର, କାହାଳିଆ ଟୀକନ ବେହେରା,ଜିମାଦାର ବସନ୍ତ ରଥ, ଙ୍କ ତତ୍ଵ ବଧନରେ ପାଳିତ ହୋଇଯାଇଛି

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories