ଆଗକୁପଞ୍ଚାୟତ ନିର୍ବାଚନ କନ୍ଧମାଳରେ ଅନେକ ପିଇ ଓ ଓଜିପି ଇ ଓପଦବୀ ଖାଲି

Udaya_Labanya | January 15, 2022 | 59 views |0 | Breaking News

.

ଫୁଲବାଣୀ-( ସୁନୀଲ ପଟନାୟକ) ଆଗକୁ ପଞ୍ଚାୟତ ନିର୍ବାଚନ । ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଲାଣି। ଏଣେ ଜିଲ୍ଲାରେ ୧୭ ୧ ପଞ୍ଚାୟତ ମଧ୍ୟ ରୁ କେତେକ ସ୍ଥାନରେ ପିଇ ଓ ବାପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି ପଦବୀ ଖାଲି ପଡିଛି। କେତେକ ସ୍ଥାନରେ ଜଣେ ପିଇ ଓ ୨/୩ ପଞ୍ଚାୟତ ଦାୟୀତ୍ଵରେ ଥିବାବେଳେ ବ୍ଳକରେ ମଧ୍ୟ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଦବୀ ଖାଲି ପଡିଛି ।
ସରକାର ଗ୍ରାମ ।ଞ୍ଚଳର ଉନ୍ନତି ପାଇଁ ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି। କେନ୍ଦ୍ରୀୟପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଓ ରାଜ୍ୟ ପଞ୍ଚମ ଅର୍ଥ କମିଶନରେ ପ୍ରର୍ଯ୍ୟ।ପ୍ତ ଅର୍ଥ ଅନୁଦାନ ମଧ୍ୟ ପ୍ରତିବର୍ଷ ଯୋଗାଇଦେଉଛନ୍ତି. I
ହେଲେ ପଞ୍ଚାୟତରେ ୪୦ରୁ ଉର୍ଦ୍ଧ ଜିଆ ର ଏସପଦବୀ ଓ ୩୦ରୁ ଉର୍ଦ୍ଧ ପିଇ ଓ ପଦବୀ ଖାଲି ପଡିଛି, ସେହିପରି ୧୨ଟି ବ୍ଳକରେ ୧୨ଟିଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଦବୀ ମଧ୍ୟରୁ ଛଟି ବ୍ଳକରେ ଖାଲି ପଡିଛି। ସେଗୁଡିକ ହେଲା କନୂଆଗାଁ, ବାଲିଗୁଡ଼ା, କୋଟଗଡ, ଜିଉ ଦୟଗିରି, ଚକାପାଦ , ଖଜୁରୀପଡା,I ଫଳରେ ପ ଞ୍ଚାୟତ ଗୁଡ଼ିକୁ ଆସୁଥିବା ଅର୍ଥ ଅନୁଦ।ନ ଠିକ ଭାବରେ ଖର୍ଚ ହୋଇ ପାରୁନି। ବରୀଷ୍ଠ ପିଇ ଓଙ୍କୁ ଜିପିଇ ଓ ଦାୟୀତ୍ଵ ଦିଆଯାଇଛି ।
ଫଳରେସିଂହଭାଗ ଅର୍ଥ ବାଟମାରଣା ହେଉଥିବା ମଧ୍ୟ ଅଭିଯୋଗ ହେଉଛି।

ଏମିତି ସ୍ଥିତିରେ କାମ କିପରି ହେଉଥିବ ତାହା ଜଣାପଡୁଛି। ଏପଟେ ପିସି କାରବାରରେ ମଧ୍ୟ ତଳୁ ଉପର ଯାଏ ସମସ୍ତେ ବ୍ୟସ୍ତ।
ପ୍ରଶାସନ ଏ ସବୁ ଜାଣି ମଧ୍ୟ ଯନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି କାର୍ଯ।ନୁଷ୍ଠାନ ଗ୍ରହଣ ନ କରିବା ବିସ୍ମୟ ସୃଷ୍ଟି କରିଛି।
ତେବେ ବର୍ତମାନ କିଛି ଦିନ ହେଲା ଜିଲା ପଞ୍ଚାୟତ ଅଧିକ।ରିଭାବେ ଯୋଗଦେଇଥିବା ରତିକାନ୍ତ ଆଚାର୍ଯ୍ୟ ଜଣେ ଦକ୍ଷ ଅଧିକାରୀ ହୋଇଥିବା ଫଳରେ ଆଗାମୀ ତ୍ରୀସ୍ତରୀୟଞ୍ଚାୟତ ନିର୍ବାଚନ ଯେପରି ଅବାଧ ,ମୁକ୍ତ ସ୍ୱଛ.ନିରପେକ୍ଷ ହେବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଉଥିବା ଜଣାପଡିଛି ।
ସେହିପରି ପଞ୍ଚାୟତ ଗୁଡିକୁ ଆସୁଥିବା କେନ୍ଦ୍ରୀୟ ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ଅନୁଦାନ ରଯେପରି ସଦବିନି ଯୋଗ ହେବ ସେଥିପ୍ରତି ମଧ୍ୟ ଜିଲ୍ଲା ପଞ୍ଚାୟତ ଅଧିକାରୀ ଆଚାର୍ଯ୍ୟ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories