ଉଦଘାଟିତ ହେଲା ଆନ୍ତ ଜିଲ୍ଲା ଭଳିବଲ ପ୍ରତିଯୋଗିତା

Udaya_Labanya | January 17, 2022 | 27 views |0 | Breaking News


ଫୁଲବାଣୀ (ଉଲାପ୍ର)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନୁଆଁ ବାଷ୍ଟାଣ୍ଡ ଭଳି ପଡିଆ ଠାରେ ପ୍ରଥମ ବର୍ଷ ଆନ୍ତ ଜିଲ୍ଲା ଭଳିବଲ ପ୍ରତିଜିଗୀତା ଉଦଘାଟିତ ହୋଇ ଯାଇଛି. ଫିରିଙ୍ଗିଆ ଖେଳ ସଙ୍ଘ ଦ୍ୱାରା ଆୟୋଜନ କରାଯାଇଥିବା ଏହି ପ୍ରତିଜିଗୀତା ର ଉଦଘାଟନୀ ଉତ୍ସବ ରେ ସଙ୍ଘ ର ସଭାପତି ଚନ୍ଦ୍ରମୋହନ ନାୟକ ସଭାପତିତ୍ୱ କରିଥିବା ବେଳେ ଫିରିଙ୍ଗିଆ ପଂଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ରବିଚନ୍ଦ୍ର ସାହୁ. ଯୁବ ବିଜେଡି ନେତା ନୀଳଗିରି ଡିଗାଲ. ସମାଜସେବୀ ସଞ୍ଜୟ ଡିଗାଲଯୋଗ ଦେଇ କ୍ରୀଡ଼ା ହିଁ ଏକମାତ୍ର ମାଧ୍ୟମ ଯାହା ପରସ୍ପର ମଧ୍ୟରେ ଭାଇଚାରା ଓ ସଦଭାବ ସୃଷ୍ଟି କରିଥାଏ l ଏହି ଅବସରରେ ଖେଳ ସଂଘ ର ଅନ୍ୟାନ୍ୟ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ l
ପ୍ରଥମ ଦିନରେ ବରଖାମା ସହିତ ରେଣ୍ଡମ ସିକ୍ସ ମଧ୍ୟରେ ଉଦଘାଟନୀ ମ୍ୟାଜ ଖେଳା ଯାଇଥିବା ବେଳେ ବରିଷ୍ଟ ଖେଳ ପରିଚାଳକ ଅଜିତ କୁମାର ମୂଖି ଓ ଗଣନାଥ ରେଫରି ଭାବରେ ଯୋଗ ଦେଇସୁଚାରୁ ରୂପେ ଖେଳ ପରିଚାଳନା କରିଥିଲେlଖେଳ ଦେଖିବା ଲାଗି ଦର୍ଶକ ଙ୍କ ଭିଡ ଜମିଥିଲା l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories