
କଟକରେ ନଗର ବିଜେପି ବସ୍ତିରେ ପାଳିଲା ସାଧାରଣତନ୍ତ୍ର ଦିବସ
Udaya_Labanya | January 26, 2022 | 47 views |0 | Breaking News
କଟକ(ଉଲାପ୍ର)ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସରେ ଭାଜପା କଟକନଗର ତରଫରୁ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ସହିତ ସ୍ବାଧୀନତା ର ଅମୃତ ମହୋତ୍ସବ ପାଳନ କରାଯାଇଛି।ବିଭିନ୍ନ ବସ୍ତିରେ ସ୍ୱଚ୍ଛ ଭାରତ,ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟ ସହିତ ଦେଶର ବିକାଶକୁ ଆଗକୁ ନେବାପାଇଁ ତୀବ୍ର ଦେଶଭକ୍ତି ଭାବନାର ଜାଗରଣ ପାଇଁ ନେତୃବୃନ୍ଦ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଗୁଡିକରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲି,ବିଶ୍ୱରଞ୍ଜନ ମିଶ୍ର,ରଶ୍ମିରେଖା ଦାସ,ଦେବାଶିଷ ରାୟ,ଅମ୍ବିକା ସାମଲ,ସୁବାଷ ମହାନ୍ତି, ଦେବାନନ୍ଦ ସିଂ,ରଞ୍ଜିତା
ନାଏକ,ସବ୍ୟସାଚୀ ମହାପାତ୍ର, ଜୟକୃଷ୍ଣ ସ୍ୱାଇଁ,ସତ୍ୟବ୍ରତ ମିଶ୍ର, ନମିତା ମିଶ୍ର, କଲ୍ୟାଣି ମହଲା,ହେମନ୍ତ ବେହେରା,ମହମ୍ମଦ ସବିର,ସଞ୍ଜୟ ଜେନା,ସୁରେଶ ମହାନ୍ତି, ପ୍ରବୋଧ ବଡ଼ପଣ୍ଡା, ମତଳୁବ ଅଲ୍ଲୀ, ଶିଳ୍ପା ସୌମିତ୍ରା ଗିରି ଗୋସ୍ୱାମୀ,ପୁଷ୍ପିତା ମହାପାତ୍ର, କଳ୍ପନା ପଟ୍ଟନାୟକ, ସୋନୁ ମାହାର,ଗୋପାଳ ନାଏକ,ତପନ ଦଳେଇ,ଦୋଳଗୋବିନ୍ଦ ଦଳେଇ,ଶରତ ଭୋଳ,ବିକାଶ ଢୋଲି,ମହମ୍ମଦ ମୁସ୍ତାକିମ,ସୂର୍ଯ୍ୟନାରାୟଣ ବେହେରା,ଶ୍ରୀକାନ୍ତ ବେହେରା,ସୂଚିତ୍ରା ସେନାପତି, ସାଗରିକା ମୁଦୁଲି,କବି ଦଳେଈ, ପୂର୍ଣ୍ଣଚନ୍ଦ୍ର ଜେନା,ସତ୍ୟ ପଟ୍ଟନାୟକ, ସଂଜୀବ ରଣା,ରତନ ମହାନ୍ତି, ଶିବପ୍ରସାଦ ସେଠି, ଶ୍ୟାମସୁନ୍ଦର ସାହୁ,ରମେଶ ଦାସ,ବୈଦେଶ୍ୱର ପଣ୍ଡା,ଭାଗିରଥୀ ଦଳେଇ,ଦୀପ୍ତି ସ୍ବାଇଁ, ନିରୋଦ ପଣ୍ଡା,ଶିବୁ ସେଠି,ଲକ୍ଷ୍ମୀଧର ଗାଗାରାଇ,ଜୁନେଦ ଖାଁ,ଶ୍ରୀନିବାସ ରେଡି,ଜୀବନଜ୍ୟୋତି ଦାସ,ସଦାନନ୍ଦ ବିଶ୍ବାଳ, ଅରୁଣ ବେହେରା,ପବିତ୍ର ତ୍ରିପାଠୀ,ଜମାଲ ଖାଁ,ଗୋପାଳ ବେହେରା,ନିତାଇଗୌର ମହାନ୍ତି, ଧିରପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।