ଢେଙ୍କାନାଳ ସାଇ ମନ୍ଦିରରେ ପାଲିଙ୍କି ଶୋଭାଯାତ୍ରା

Udaya_Labanya | February 10, 2022 | 16 views |0 | Breaking News

ସାଇ ସତସଙ୍ଗ ସେବା ଟ୍ରଷ୍ଟ ଢେଙ୍କାନାଳ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଫେବୃଆରୀ 10ତାରିଖ ଗୁରୁବାର ରେ ଶିରିଡି ରେ ତୃତୀୟ ଥର ପାଇଁ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି. ଏହି ଶୋଭାଯାତ୍ରା ଶିରିଡି ର ଖୋଣ୍ଡବା ମନ୍ଦିର ରୁ ବାହାରି ଶିରିଡି ର ମୁଖ୍ୟ ରାସ୍ତା ଦେଇ ଶିରିଡି ଗ୍ରାମ ପରିକ୍ରମା କରି ସଂସ୍ଥାନ ର ଦ୍ୱାରକାମୟୀ ରେ ପଂହଁଚି ଥିଲା. ଏଥିରେ ଓଡିଶା ର ଢେଙ୍କାନଳ, କଟକ,ପୁରୀ, ଭୁବନେଶ୍ୱର, ଭଦ୍ରକ, ଅନୁଗୁଳ, ରାଉରକେଲା, ଜଗତସିଂହପୁର,ସମ୍ବଲପୁର,ଜିଲ୍ଲା ରୁ ବହୁତ ଭକ୍ତ ଯୋଗଦାନ ଦେଇଥିଲେ ଓ ଶିରିଡି ଗ୍ରାମ ର ବହୁତ ସଂଖ୍ୟା ରେ ଶ୍ରଦ୍ଧାଳୁ ମାନେ ଘଣ୍ଟ ଖୋଳ ମୃଦଙ୍ଗ ସହିତ ଯୋଗ ଦେଇ ଥିଲେ. ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା ମହାରାଷ୍ଟ୍ର ର ପ୍ରସିଦ୍ଧ ଚାଙ୍ଗୁଡ଼ି ବାଜା. ସାଇ ବାବା ଙ୍କ ଜୟ ଜୟକାର ଧ୍ୱନି ରେ ଶିରିଡି ମାଟି ପ୍ରକମ୍ପିତ ହୋଇଥିଲା. ସମସ୍ତ ଭକ୍ତ ମାନଙ୍କୁ ହାଲୱା ପ୍ରସାଦ ବିତରଣ କରାଯାଇଥିଲା ଓ ସନ୍ଧ୍ୟାରେ ସମାଧି ମଣ୍ଡପ ରେ ସତସଙ୍ଗ କାର୍ଯ୍ୟକ୍ରମ ହୋଇଥିଲା ବୋଲି ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories