ତୁମୁଡିବନ୍ଧ ବନବିଭାଗ 6ରଂଜ ମାଙ୍ଗାପାଙ୍ଗା ଅଞ୍ଚଳରୁଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

Udaya_Labanya | February 14, 2022 | 72 views |0 | Breaking News


ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନ ତୁମୁଡିବନ୍ଧ ବନାଞ୍ଚଳ ଅନ୍ତର୍ଗତ ମାଙ୍ଗାପାଙ୍ଗା ଗ୍ରାମରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାରେ ସଫଳ ହୋଇଛି ବନ ବିଭାଗ। ମାଙ୍ଗାପାଙ୍ଗା ଗ୍ରାମରେ ଏକ ଜୀବନ୍ତ ବଜ୍ରକାପ୍ତା ବିକ୍ରୟ ପାଇଁ ଯୋଜନା ଚାଲିଥିବା ସଂପର୍କରେ
କୌଣସି ସୁତ୍ରରୁ ଖବର ପାଇ
.ବନ ବିଭାଗ ସ୍ଵତନ୍ତ୍ର ଟିମ ଗ୍ରାହକ ସାଜି ସେଠାରେ ପହଞ୍ଚି ଚଢ଼ାଉ କରି ଉଦ୍ଧାର କରିଥିଲା ବଜ୍ରକାପ୍ତା । ଏ ସଂପର୍କରେ ୨ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା ବନ ବିଭାଗ ସ୍ଵତନ୍ତ୍ର ଟିମ ।
ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜି କାନ୍ତ ମାଝି ଓଟିକ ର ମାଝି, I
ବାଲିଗୁଡ଼ା ବନ ବିଭାଗଡ଼ିଭିଜନ ଅଧିନ ବିଭିନ୍ନ ଜଙ୍ଗଲରେ ବହୁସଂଖ୍ୟାରେ ବଜ୍ରକାପ୍ତା ଥିବା ଜାଣି ବନ୍ୟଜନ୍ତୁ ଶିକାର କରୁଥିବା ଜିଲ୍ଲା ବାହାରର ମାଫିଆମାନେ ଏବେ ସେଠାରେ ଡେରା ପକାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ବା ଘଛ।ଲ, ବଜ୍ରକାପ୍ତା, ଆଦି ବିରଳ ପ୍ରଜାତୀର ଜୀବଜନ୍ତୁ ଚୋରାଚାଲାଣ କରୁଥିବା ଦେଖିବାକୁ ମିଳୁଛି । ବନ ବିଭାଗ ଡିଏଫ୍ ଓ ଏଥିପ୍ରତି ସତର୍କ ଦୃଷ୍ଟିଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories