ଚିଦାନନ୍ଦ ତପୋବନ ଆଶ୍ରମ ପାଇଁ ଭୂମି ପୂଜନ ଉତ୍ସବ

Udaya_Labanya | February 16, 2022 | 45 views |0 | Breaking News


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗାଁ ରେ ମାଘ ପୂର୍ଣ୍ଣିମା ଅବସରରେ ସ୍ବାମୀ ଚିଦାନନ୍ଦ ତପୋବନ ଆଶ୍ରମ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଚିଦାନନ୍ଦ ଜୀଙ୍କ ବିଭିନ୍ନ ସ୍ଥାନରେ ‌ଥିବା ଆଶ୍ରମ ସମୁହ ର ସାଧୁ ସନ୍ଥମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ରେ ସାଧୁଙ୍କୁ ପୂଜନ ଓ ସମ୍ମାନ,ଅନ୍ୟ ଜିଲ୍ଳା ତଥା ଆଶ୍ରମ ରୁ ଆସିଥିବା ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଭୂମି ପୂଜନ ର ମୁଖ୍ୟ ଉଦ୍ୟୋକ୍ତା ଭାବେ ବରଗଡ଼ ଆଶ୍ରମ ର ଡଃ ରବୀନ୍ଦ୍ର ପ୍ରଧାନ ରହିଥିଲେ। ସେହିପରି ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବି ଅଚ୍ୟୁତାନନ୍ଦ ମହାପାତ୍ର, ବଲାଙ୍ଗୀର ର ଶିକ୍ଷାବିତ ରବି ଚନ୍ଦ୍ର ଉଦଗାତା ଯୋଗ ଦାନ କରିଥିଲେ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories