କୂଅ ଭିତରୁ ବୃଦ୍ଧା ମହିଳା ଙ୍କୁ ଉଦ୍ଧାର
Udaya_Labanya | February 24, 2022 | 139 views |0 | Breaking News
,
ଢେଙ୍କାନାଳ (ଉଲାପ୍ର)ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ନିକଟସ୍ଥ କାମନି ଗ୍ରାମରେ ଆଜି ତା 23.2.2022 ଶ୍ରୀମତୀ ଦୁତିକା ସାହୁ ବୟସ (60) କୌଣସି କାରଣ ରୁ ସେ କୂଅ ଭିତରେ ଖସି ପଡ଼ିଥିଲେ,ଗ୍ରାମବାସୀ ମାନେ ସାଙ୍ଗେ ସାଙ୍ଗେ ଢେଙ୍କାନାଳ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ,ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ମୁଖ୍ୟ ଅଗ୍ନିବ ଜଗନ୍ନାଥ ନାଏକ ଙ୍କ ତତ୍ୱ ବଧାନରେ ବୃଦ୍ଧା ଜଣଙ୍କ କୂଅଭିତରୁ ଉଦ୍ଧାର କରିଥିଲେ,