ନଦୀ ରେ ବୁଡି ନବୋଦ୍ୱୟ ୟ ଛାତ୍ରର ମୃତ୍ୟୁ

Udaya_Labanya | February 26, 2022 | 130 views |0 | Breaking News


ଫୁଲବାଣୀ (ସୁନିଲ ପଟନାୟକ )

କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜବାହାର ନବଦୟ ବିଦ୍ୟଳୟ ର ଜଣେ +2 ଛାତ୍ର ର ମୃତ୍ୟୁ ହୋଇଛି ମୃତଛlତ୍ର ଙ୍କ ନାମ ଯୁଗଳ କହଁର l ସୂଚନା ଯୋଗ୍ୟ ଯେ, ଖଜୁରୀପଡ଼ା ବ୍ଲକ ର ଚକାପଥର ଗ୍ରାମର କାମେଶ୍ୱର କହଁର ପୁଅ ଯୁଗୋଳ କିଶୋର କହଁ ର ଫୁଲବାଣୀ ନବଦୟ ବିଦ୍ୟଳୟ ରେ ପଢୁ ଥିଲେ l ଆଜି କିଛି ଛାତ୍ର ସ୍କୁଲ୍ ପାଚେରୀ ଡେଇଁ ନଦୀକୁ ଗାଧୋଇ ବାକୁ ଯାଇଥିଲେ କିନ୍ତୁ ଯୁଗଳ ଗାଧଉ ଥିବା ବେଳେ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲା l ମୃତ ଛାତ୍ର ଯୁଗଳ ଙ୍କୁ ବୁଡ଼ିବା ର ଦେଖି ତା ସାଙ୍ଗ ମାନେ ଉଦ୍ଧl ର କରିବା ସହ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ l ସ୍କୁଲ କର୍ତ୍ତୃପକ୍ଷ ଛାତ୍ର ଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l କିନ୍ତୁ ମୃତ ନାବାଳକ ଛାତ୍ର ଙ୍କ ମା ଶୈଳବାଳା ଦେହୁରୀ ପୁଅକୁ ମାରିଦେବା ଅଭିଯୋଗ ଆଣିଛନ୍ତି l ମୃତ ଯୁଗଳ ଙ୍କ ମା ଶୈଳ ଙ୍କ କହିବା କଥା ଦୁଇଦିନ ହେଲା ମୋ ପୁଅକୁ ମୁଁ ସ୍କୁଲ ରେ ଛାଡି ଆସିଥିଲି l ମୋ ପୁଅ ନଦୀକୁ ଯିବା ମିଛ ବୋଲି କହିଛନ୍ତି l ଏନେଇ ପରିବାର ଲୋକେ ସଦର ଥାନାରେ ଏକ ଲିଖିତ ଅଭିଯୋ ଗ କରିଛନ୍ତି l ସଦର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l ତେବେ ନବଦୟ ବିଦ୍ୟଳୟ ର କତୃପକ୍ଷ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କେମେରା ସାମ୍ନାରେ କିଛି କହିବାକୁ ସଫା ସଫା ମନାକରିଦେଇଥିଲେ l
ନବଦ୍ଵୟ ବିଦ୍ୟାଳୟ କତ୍ତୃପକ୍ଷ ଙ୍କ ହୁଗୁଳା ଶାସନ ଜୋଂଗୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories