ବରପାଲି ରେ ଉନ୍ମୋଚନ ଉତ୍ସବ

Udaya_Labanya | February 26, 2022 | 152 views |0 | Breaking News


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରପାଲି ସ୍ବଭାବ କବି ଗଙ୍ଗାଧର ମେହେର ପ୍ରତି ମୂର୍ତ୍ତି ଠାରେ ବରିଷ୍ଠ ବାନ୍ଧ ଶିଳ୍ପୀ ଡଃ ସୁରେନ୍ଦ୍ର ମେହେର ଙ୍କ ଦ୍ଵାରା ବାନ୍ଧ ଦ୍ବାରା ତିଆରି ‘ଗଙ୍ଗାଧର ମେହେର ଓ ଭକ୍ତି’ ଶିର୍ଷକ ଓ୍ବାଲ ହେଙ୍ଗିଙ୍ଗ ଏବଂ ସାହିତ୍ୟିକ ବୀରେନ୍ଦ୍ର ପ୍ରସାଦ ମିଶ୍ରଙ୍କ ରଚିତ କବିତା ସଂକଳନ ପୁସ୍ତକ ‘ଓଡିଶା ଡାଲଖାଇ’ ପୁସ୍ତକ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରପାଲି ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇ ଏହା ଲୋକାଣର୍ପ କରିଥିଲେ। କବି ବୀରେନ୍ଦ୍ର ପ୍ରସାଦ ମିଶ୍ରଙ୍କ ପୁସ୍ତକ ଓଡ଼ିଶା ଡାଲଖାଇ ଗତ ୨୩ ତାରିଖରେ ମହାନନ୍ଦ ରାଜ୍ୟପାଳ ଗଣେଷୀ ଲାଲଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଉତ୍ସବ ରେ ମହେନ୍ଦ୍ର କୁମାର ମେହେର, ବୀରେନ୍ଦ୍ର ନାଗ, ଭୁବନ ଭୋଇ, ଡଃ ସୁରେନ୍ଦ୍ର ମେହେର, ରୋହିତ ମହାରଣା,ହରାଧନ ମେହେର,ତରଣୀସେନ ମେହେର, ବୀରେନ୍ଦ୍ର ପ୍ରସାଦ ମିଶ୍ର, ଶ୍ରୀମତୀ ଝରଣା ମେହେର ପ୍ରମୁଖ ରହିଥିଲେ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories