ବିଜେଡି ର ନୀଳ କୁମାରୀ ନାଏକ ଅମ୍ଭାଭୋନା ବ୍ଲକ ଯୋନରୁ ବିଜୟୀ

Udaya_Labanya | February 26, 2022 | 149 views |0 | Breaking News


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଅମ୍ଭାଭୋନା ବ୍ଲକ ଯୋନରୁ ବିଜୁ ଜନତା ଦଳ ପ୍ରାର୍ଥନୀ ଶ୍ରୀମତୀ ନୀଳ କୁମାରୀ ନାଏକ ତାଙ୍କ ନିକଟତମ ପ୍ରାର୍ଥୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ ଙ୍କୁ ୬୪୪୬ ଭୋଟରେ ପରାସ୍ତ କରିଛନ୍ତି। ୧୮ ତଥା ଶେଷ ରାଉଣ୍ଡ ଭୋଟ ଗଣତି ହୋଇ ଥିବା ବେଳେ ବିଜେଡ଼ି ର ନୀଳ କୁମାରୀ ନାଏକ ୧୩,୬୮୭ ଭୋଟ ପାଇଥିବା ବେଳେ ଭାଜପା ପ୍ରଫୁଲ୍ଲ ପ୍ରଧାନ ୭୨୪୧ ଖଣ୍ଡ ଭୋଟ ପାଇଥିଲେ। ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ରଞ୍ଜିତ ଦାସ ୭୭୯ ଖଣ୍ଡ ଭୋଟ ପାଇଛନ୍ତି। ୭୦୪ ଖଣ୍ଡ ଭୋଟ ନାକଚ ହୋଇଛି।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories