ଆମ ଆଦମୀ ପାର୍ଟି ପକ୍ଷରୁରଶ୍ମିତାଓ ବି ଏସ ପି ର ଜସନ ଙ୍କ ପାର୍ଥି ପତ୍ର ଦାଖଲ

Udaya_Labanya | March 5, 2022 | 35 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଶନିବାର ଫୁଲବାଣୀ ମୁନିସିପାଲଟି ଅଧକ୍ଷା ପଦବୀ ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ରଶ୍ମିତା ପଟନାୟକ ସମର୍ଥକ ସ୍ୱାମୀ ଗିରିଶ ପଟନାୟକ, ଆମ ଆଦମୀ ନେତା ସୁବ୍ରମଣ୍ୟମ ପ୍ରମୁଖ କର୍ମୀ ମାନଙ୍କ ସହ ଆସି ଉପଜିଲାପାଳ ଙ୍କ ନିକଟରେ ପାର୍ଥିପତ୍ରଦାଖଲ କରିଛନ୍ତି l
ସେହିପରି ବହୁଜନ ସମାଜ ପାର୍ଟି ପକ୍ଷରୁ ୯ ନମ୍ବର ୱାର୍ଡ ପେଂଜିସାହି ର ଜସନ ମୁଖି ତାଙ୍କ ସମର୍ଥକ ଙ୍କ ସହ ଆସି ଶନିବାର ପାର୍ଥି ପତ୍ର ଦାଖଲ କରିଥିବା ସରକାରୀ ସୂତ୍ରରୁ ଜଣାପଡିଛି l ତେଵେ ବିଜେଡି, କଂଗ୍ରେସ ଓ ବିଜେପି ଦଳ ର ପାର୍ଥି ଙ୍କ ନାଁ ଘୋଷଣା କରାଯାଇନଥିବା ଫଳରେ ସେମାନେ ଆସନ୍ତା କାଲି କିମ୍ବା ଶେଷ ଦିନରେ ପାର୍ଥି ପତ୍ର ଦାଖଲ କରିପାରନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories