#Breaking News

କଳିଙ୍ଗା ଘାଟିରେ ଦୁର୍ଘଟଣା, ୧୨ ଆହାତ


ଫୁଲବାଣୀ (ଉଲାପ୍ର)
ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜ଼ିଲ୍ଲା କଳିଙ୍ଗା ଘାଟିରେ ବୋଲେ ରୋ ସହ ଏକ ପିକଅପ ଭ୍ୟାନ ର ମୁହାଁମୁହିଁ ଧକ୍କା ହେଵା ଫଳରେ ଦୁଇ ଗାଡିର ପ୍ରାୟ ୧୨ ଜଣ ଲୋକ ଆହାତ ହୋଇଥିବା ଜଣାପଡିଛି l ସେଥିମଧ୍ୟରୁ
ଦୁଇଜଣ ଗୁରୁତର ଆହାତ ଙ୍କୁ ଭଞ୍ଜନଗର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଂଚି ଘଟଣା ର ତଦନ୍ତ କରୁଛି l

Leave a comment

Your email address will not be published. Required fields are marked *