କେ.ଆଇ.ବି. ଗୃପ୍ ‘ସେବା ସମ୍ମାନ’ରେ ସମ୍ମାନିତ

Udaya_Labanya | March 11, 2022 | 26 views |0 | Breaking News

ଭୁବନେଶ୍ବର:(୧୦/୩): ଅଗ୍ରଣୀ ସାମାଜିକ ସଂଗଠନ କେ. ଆଇ. ବି. ଗୃପ୍ କୁ ଗତକାଲି ଚୌଦ୍ୱାର ଠାରେ ‘ୟୁଥ ଫର ସେବା’ ସମ୍ମାନ ରେ ସମ୍ମାନିତ କରାଯାଇଥିଲା | ସାମାଜିକ ସେବା କ୍ଷେତ୍ରରେ ସେମାନଙ୍କର ନିସ୍ୱାର୍ଥପର ଏବଂ ନିରନ୍ତର ଅବଦାନ ପାଇଁ ଏହି ସମ୍ମାନ କେ. ଆଇ. ବି. ଗୃପ୍ ସାମାଜିକ ସଂଗଠନ ଙ୍କୁ ପ୍ରଦାନ କରାଯାଇଥିଲା | କେ. ଆଇ. ବି. ଗୃପ୍ ସମଗ୍ର ରାଜ୍ୟରେ ସକ୍ରିୟ ରହିବା ସହ 500 ରୁ ଦୁର୍ଦ୍ଧ୍ୱ ଅସହାୟ ଛାତ୍ରଛାତ୍ରୀ ଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିସାରିଛନ୍ତି | ଏହା ସହିତ, ‘ଶିଶୁ ଶ୍ରମ ବିରୋଧୀ’ ଅଭିଯାନ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଯେପରି ବୃକ୍ଷରୋପଣ, କପଡା ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ କରୁଛନ୍ତି | ଉକ୍ତ କାର୍ଯ୍ୟକ୍ରମରେ କେ. ଆଇ. ବି. ଗୃପ୍ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ ଏବଂ ଯୁବ ନେତା ପ୍ରକାଶ ଚନ୍ଦ୍ର ବେହେରା ଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ |

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories