ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

Udaya_Labanya | March 11, 2022 | 21 views |0 | Breaking News

. ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ , ଠାରେ ମହାବିଦ୍ୟାଳୟର conference ହଲ ଠାରେ ପାଳନ କରାଯାଇଛି . ଏ.ଓଡ଼ିଆ ଜାତିର ନିଜସ୍ଵ ଭାଷା ଓଡ଼ିଆ କୁ ଶାସ୍ତ୍ରୀୟ ଭାଷା ଦିବସ ରୂପେ କ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଓଡ଼ିଆ ଭାଷାକୁ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ପ୍ରଦାନ କରିଥିଲେ. ଓଡିଆ ଭାଷା , ଆମ ଗୌରବ ଓ ସ୍ଵାଭିମାନ ର ପ୍ରତୀକ । ଓଡ଼ିଆ ଲେଖକ ମଧ୍ୟରେ ଅନ୍ୟତମ ଫକୀର ମୋହନ ସେନାପତି ଙ୍କ ଭାଷାରେ ଦ୍ଭାଷା ହିଁ ଜୀବନ ଶକ୍ତି ଜାତି ମାନଙ୍କର ଯେଉଁ ଜାତି ଭାଷା ହୀନ ସେ ଜାତି ବର୍ବର । ତେଣୁ ଓଡ଼ିଆ ଭାବେ ଆମେ ସମସ୍ତେ ଆମ ଭାଷା ଓଡ଼ିଆ କୁ ନେଇ ଗର୍ବ ଅନୁଭବ କରିବା .ଆଜିର ଏ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ରଞ୍ଜୀତ କୁମାର ପ୍ରଧାନ, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ଡ଼ ଦେବାଶିଷ ମହାନ୍ତି, ପ୍ରଫେସର ନାରାୟଣ ସାହୁ , ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରି ଥିଲେ ଏବଂ ଓଡ଼ିଆ ଭାଷା କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଥିଲା

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories