କଙ୍କଡ଼ାହାଡ଼ ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ବିଜେପି ସମର୍ଥିତ ପ୍ରାର୍ଥୀନୀ ଶ୍ରୀମତି ଚାରୁଲତା ମିଶ୍ର ନିର୍ବାଚିତ ହୋଇଛନ୍ତି
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ ଭାବରେ ଶ୍ରୀମତୀ ଚାରୁଲତା ମିଶ୍ର 12ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି!ବିଜୁ ଜନତା ଦଳର ଦୀପା ସାହୁ 8ଖଣ୍ଡ ଭୋଟରେ ପରାଜୟ ହୋଇଛନ୍ତି!ଏବଂ ଝିଲ୍ଲୀ ପଂଚାୟତ ସମିତି ସଭ୍ୟା ସସ୍ମିତା ବେହେରାଭୋଟ ଦେଇନଥିବାରୁ ସର୍ବ ମୋଟ 20ଜଣ ସମିତି ସଭ୍ୟ ଓ ସଭ୍ୟା ଭୋଟ ଦେଇଥିଲେ!ବିଜୁ ଜନତା ଦଳର ସଂଖ୍ୟା ଗରିଷ୍ଠ ଥାଇ ମଧ୍ୟ ବ୍ଲକ ଅଧ୍ୟକ୍ଷ ପରାଜୟ ହୋଇଛନ୍ତି!ବିଜୁ ଜନତା ଦଳର କର୍ମୀ ଅସନ୍ତୋଷ ପ୍ରକାଶ ଦେଖା ଦେଇଛି!
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































