କଙ୍କଡ଼ାହାଡ଼ ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ବିଜେପି ସମର୍ଥିତ ପ୍ରାର୍ଥୀନୀ ଶ୍ରୀମତି ଚାରୁଲତା ମିଶ୍ର ନିର୍ବାଚିତ ହୋଇଛନ୍ତି

Udaya_Labanya | March 12, 2022 | 31 views |0 | Breaking News

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ ଭାବରେ ଶ୍ରୀମତୀ ଚାରୁଲତା ମିଶ୍ର 12ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି!ବିଜୁ ଜନତା ଦଳର ଦୀପା ସାହୁ 8ଖଣ୍ଡ ଭୋଟରେ ପରାଜୟ ହୋଇଛନ୍ତି!ଏବଂ ଝିଲ୍ଲୀ ପଂଚାୟତ ସମିତି ସଭ୍ୟା ସସ୍ମିତା ବେହେରାଭୋଟ ଦେଇନଥିବାରୁ ସର୍ବ ମୋଟ 20ଜଣ ସମିତି ସଭ୍ୟ ଓ ସଭ୍ୟା ଭୋଟ ଦେଇଥିଲେ!ବିଜୁ ଜନତା ଦଳର ସଂଖ୍ୟା ଗରିଷ୍ଠ ଥାଇ ମଧ୍ୟ ବ୍ଲକ ଅଧ୍ୟକ୍ଷ ପରାଜୟ ହୋଇଛନ୍ତି!ବିଜୁ ଜନତା ଦଳର କର୍ମୀ ଅସନ୍ତୋଷ ପ୍ରକାଶ ଦେଖା ଦେଇଛି!

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories