ସାଂସଦ ଙ୍କ ମାରାଥନ ପ୍ରଚାର, କର୍ମୀ ଉତ୍ସାହିତ

Udaya_Labanya | March 12, 2022 | 36 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ସାଂସଦ ଡା. ଅଚ୍ୟୁତ ସାମନ୍ତ ପୌରନିର୍ବାଚନ ପାଇଁ କନ୍ଧମାଳ ଗସ୍ତ ରେ ଆସି ଶନିବାର ଫୁଲବାଣୀ ପୌର ପରିଷଦ ର ବିଜେଡି ଅଧ୍ୟକ୍ଷl ପାର୍ଥୀ ପୁନମ କହଁର ଓ ଚାରି ନମ୍ବର କାଉନସିଲର ପାର୍ଥୀତ୍ରିଲୋଚନ କହଁର ଙ୍କ ପାଇଁ ପ୍ରଚାର କରିଥିଲେ l
ସାଂସଦ ଡା. ସାମନ୍ତଙ୍କ ନିର୍ବାଚନ ପ୍ରଚାର ରେ କର୍ମୀ ଓ ନେତାଙ୍କ ପ୍ରବଳ ଗହଳି ହୋଇଥିଲା ଆଉ କର୍ମୀ ମାନେ ମଧ୍ୟ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା l ସାଂସଦ ସାମନ୍ତ ଙ୍କ ସହ
ସଂଖ୍ୟା ଲଘୁସେଲ ରରାଜ୍ୟ ସାଧାରଣ ସମ୍ପାଦକ ମହମଦ ୟା ସିନ, ଜ଼ିଲ୍ଲା ସଭାପତି ସରୋଜ କର୍ଣ୍ଣ, ସଂଖ୍ୟା ଲଘୁ ନେତା ମହମଦ ସାକିଲ, ଈମାନୁଏଲ ରଥ, ଜାହିର ଅଖତାର,ନଗର ସଭାପତି ସୁଧୀର କହଁର, ସଂଖ୍ୟା ଲଘୁ ସେଲର ଜ଼ିଲ୍ଲା ସଂଯୋଜକ ପ୍ରସନ୍ନ ବିଶୋଇ, ଛାତ୍ର ଜନତା ସଭାପତି ସୁନୀଲସେଠି, ପ୍ରମୁଖ ବହୁ ସଂଖ୍ୟା ରେ ଉପସ୍ଥିତ ରହି ବିଜେଡି ଦଳ ପାର୍ଥୀ ମାନଙ୍କୁ ବହୁ ସଂଖ୍ୟା ରେ ଭୋଟ ଦେବାଲାଗି ଅନୁରୋଧ କରିଥିଲେ l
ଆଜି ଫୁଲବାଣୀସାହି ସ୍ଥିତ ଆମ୍ବେଦ କର ପ୍ରତିମୁର୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ବିଶାଳ ପଟୁଆର ଦଳିୟ ପାର୍ଥୀ ମାନଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିଲେ lମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ, ସ୍ୱଛଶାସନ ପାଇଁ ରାଜ୍ୟ ର ଗ୍ରାମାଞ୍ଚଳ ଲୋକ ମାନେ ବିଯୁଜନତା ଦଳ କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିଥିଲେ ଏବେ ପୌରାଞ୍ଚଳ ରେ ମଧ୍ୟ ଭୋଟ ଦେଇ ଦଳିୟ ପାର୍ଥୀ ମାନଙ୍କୁ ବିଜୟୀ କରିବା ପାଈଁ ନିବେଦନ କରିଥିଲେ l
ସାଂସଦ ଡ଼ଃ. ସାମନ୍ତ ପ୍ରଚାରରେ ଯୋଗ ଦେବା ପରେ କର୍ମୀ ଙ୍କ ମଧ୍ୟରେ ଜୋଶ ଅlସିଯାଇଥିବା ଦେଖିବାକୁ ମିଳିଥିଲା l

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories