ସେ ନଚ୍ୟୁରିଆନ ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କ ବିଶିପଡାରେକୃଷି ସଚେତନତା କାର୍ଯ୍ୟକ୍ରମ

Udaya_Labanya | March 14, 2022 | 55 views |0 | Breaking News

ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡ଼ା ଗ୍ରାମଠାରେ ସେନଚୁରିଥାନ ବିଶ୍ଵବିଦ୍ୟାଳୟ ଅଧିନ ଏମ.ଏସ ସ୍ୱାମୀନାଥନ ସ୍କୁଲ ଅଫ ଏଗ୍ରିକଲଚର ଶେଷ ବର୍ଷରଛାତ୍ର
ଶୁଭପ୍ରତୀକ ବେହେରା, ଓ ପରେଶ ପ୍ରିୟଦର୍ଶନନା ଏକ ବିଶିପଡ଼ା ଗ୍ରାମର କୃଷକ ସାଥୀ ବିପିନ ବିହାରୀ ବି6ଷ।ୟୀ ଓ କୃଷକ ମିତ୍ର ଅନୀତା ବିଷୋୟୀଙ୍କୁ ନେଇ ଗ୍ରାମର ସମସ୍ତ ଚାଷୀଙ୍କୁ ଜୈବିକ ଚ। ଷ ଓ ଉନ୍ନତକୃଷି ଯନ୍ତ୍ରପାତି ବ୍ୟବହାର ସଂପର୍କରେ ସଚେତନ କରିଥିଲେ ।
ସେହିପରି କୀଟନାଶକ ଓ ସାର ବ୍ୟବହାର ବେଳେ କିପରି ସତର୍କତା ଅବଲମ୍ବନ କରିବ ସେ ସଂପର୍କରେ ବୁଝାଇଥିଲେ।
ସିଞ୍ଚନ ସମୟରେ ମୁହଁରେ ମାସ୍କଲଗାଇ ବା ସହ ଗ୍ଲୋଭ ସ ପିନ୍ଧିବା,କୁ ପରାମର୍ଶ ଦେଇଥଲେ ।
ସେହିପରି ଚାଷୀଙ୍କୁରୋଗପୋକ ନିୟନ୍ତ୍ରଣ ଓ ପରିଚାଳନା ସଂପର୍କରେ ଅବଗତ କରିଥିଲେ ।
ଚାଷୀମାନେ କୃଷି ବିଜ୍ଞାନୀମାନଙ୍କ ଠାରୁ ଚାଷ ସଂପର୍କରେ ଜ୍ଞାନ ପାଇ ଖୁସି ବ୍ୟକ୍ତ କରିଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories