ଫୁଲବାଣୀରେ ନିର୍ବାଚନ ପ୍ରଚାର ସରଗରମ ଚା ଖଟିରେ ମନ୍ତ୍ରୀ ପ୍ରତାପ ଜେନା

Udaya_Labanya | March 16, 2022 | 15 views |0 | Breaking News


ଫୁଲବାଣୀ(ସୁନୀଲ ପଟ୍ଟନାୟକ) ପୌର ନିର୍ବାଚନ ଯେତିକି ପାଖ ଉଛି ପ୍ରଚାର ସର ଗରମ ହେଉଛି । ସବୁଦଳର ପ୍ରାର୍ଥୀମାନେ ଭୋଟର ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି । ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବା ଲାଗି ଫୁଲବାଣୀନଗରଉନ୍ନ ୟନ୍ନମନ୍ତ୍ରୀ ପ୍ରତାପ ଜେନାଫୁଲବାଣୀରେ ଡେରା ପକାଇଛନ୍ତି ।
ସକାଳେ ଓ ସଂଧ୍ୟାରେ ଚ। ଦୋକାନରେ ମନ୍ତ୍ରୀ କର୍ମୀମାନଙ୍କୁ ନେଇ ଚା ପିଇବା ସହ ଖଟି କରୁଛନ୍ତି ଆଉ ଭୋଟରମାନଙ୍କ ସମସ୍ୟା କଥା ବୁଝୁଛନ୍ତି। ବିଜୁ ଜନତା ଦଳର ଭୋଟ ମଧ୍ୟ ପ୍ରଚାର କରୁଥିବା ଦେଖିବା କ୍ରୁ ମିଳିଛି । ମନ୍ତ୍ରୀଙ୍କୁ ପାଖରେ ପାଇ ସମସ୍ୟା ଜଣାଇବାଲାଗି ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ଜମୁଛି । ମନ୍ତ୍ରୀ ଜେନା କର୍ମୀଙ୍କୁ ନେଇ କେତେ ବେଳେ ଚାଲି ଚାଲି ପ୍ରଚାର କରୁଛନ୍ତି ତ କେତେବେଳେ ସ୍କୁଟିରେ ଯାଉଥିବା ଦେଖିବାକୁ ମିଳିଛି । ଫଳରେ ପ୍ରାର୍ଥୀ ଚୟନକୁ ନେଇ ଦଳରେ ଥିବା ଅସନ୍ତେ।ଷ. ଦୁର ହୋଇଛି । ଦଳୀୟ କର୍ମୀ ନିଜ ନିଜ ମଧ୍ୟରେ ଥିବା ମନାନ୍ତର ମତାନ୍ତର ଭୁଲି ଏକ ଯୁଟ ହୋଇ କାମ କରୁଥିବା ଦେଖିବାକୁ ମିଳିଛି । ସେହିପରି ମନ୍ତ୍ରୀ ଜେନାଙ୍କ ସମ୍ମୁଖରେ ୮ନମ୍ବର ୱ ୲ର୍ଡରେ ଶତାଧିକ ଲୋକ ଅଧକ୍ଷ । ପ୍ରାର୍ଥୀପୁନମ କହଁରଙ୍କୁ ପ୍ରବଳ ବିରୋଧ କରି ପାଟି ତୁଣ୍ଡ କରିଥିବା ଦେଖିବାକୁ ମଧ୍ୟ କରିଥିଲେ।
ମନ୍ତ୍ରୀ ଜେନା ବୁଝ । ସୁଝା କରିବାପରେ କିଛିଟା ଶାନ୍ତ ପଡିଥିଲ।ହେଲେ ଏହି ଗୋଟିଏ ୱ ୲ର୍ଡ ନୁହେଁ ଅନେକ ୱ ୲ର୍ଡରେ ଅଧକ୍ଷପ୍ରାର୍ଥୀଙ୍କୁ ଭୋଟର ଏତଟା ପସନ୍ଦ କରୁ ନ ଥିବା ବେଳେ
ଦୁଇ ତିନୋଟି ୱ।ର୍ଡରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ବିଜେଡିର ବିଜୟରେ ପ୍ରତିବନ୍ଧକ ସାଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଶାସକ ବିଜେଡି ଏହାକୁ କିଭଳି ମୁକା ବିଲା କରିବ ତାହା ଆଗକୁ ଜଣାପଡିବ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories