ବରିଷ୍ଠ ରାଜସ୍ବ ବିଭାଗ କିରାଣୀଙ୍କ ବିୟୋଗରେ ଶୋକସଭା

Udaya_Labanya | March 16, 2022 | 17 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣାବରିଷ୍ଠ କିରାଣୀ ଙ୍କ ୭୪ ବର୍ଷବୟସ ରେ ଭୁବେନେଶ୍ୱର ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି l
ସେ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ଆସ୍କା ତହସିଲଓ ପରେ ଜିଲାରବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିଲେl
ଜଣେ ନିଷ୍ଠା ପର ଓ ଦାଇତ୍ୱବାନ କର୍ମଚାରୀ ଭାବରେ ନିଜର କାର୍ଯ୍ୟ ସୁଚାରୁରୂପେ ତୁଲାଇ ବେଶ ପ୍ରିୟ ଭାଜନ ହୋଇଥିଲେ l
ତାଙ୍କ ବିୟୋଗ ରେ ଅଞ୍ଚଳ ବାସୀଗଭୀର ଶୋକ ବ୍ୟକ୍ତ କରିବା ସହ ବରିଷ୍ଠ ରାଜସ୍ବ କିରାଣୀ ସ୍ବର୍ଗତ ଗଙ୍ଗାଧର ମହାରଣାସବୁବେଳେ ମନେ ରହିବେ ବୋଲି ବୁଦ୍ଧିଜୀବି, ସହକର୍ମୀ କହିଥିଲେ l ସେହିପରି ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ସମବେଦନା ଜଣାଇଥିଲେl
ମୃତ୍ୟୁଶଯ୍ୟା ନିକଟରେ ରେ ପୁଅ ପିଣ୍ଟୁ,ମିଟୁ, କାହ୍ନ, ବୋହୁ ପିଙ୍କି, ଚିକୁନ, ମାମା, ସହିତ ସମସ୍ତ ପରିବାର ବର୍ଗ ଉପସ୍ଥିତ ରହିଥିଲେl

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 29 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories