ବାଲିଗୁଡା ରେ ବିଜେଡି ପ୍ରାର୍ଥୀ ଙ୍କ ପାଇଁ ସାଂସଦ ଓ ମନ୍ତ୍ରୀ ଙ୍କ ଜୋରଦାର ପ୍ରଚାର

Udaya_Labanya | March 16, 2022 | 48 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )

ବୁଧବାର ବାଲିଗୁଡ଼ାସହର ର କେତକ ୱାର୍ଡ ରେ ସାଂସଦ ଡ଼ଃ. ଅଚ୍ୟୁତ ସାନମନ୍ତ ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ବିଜେଡି ଅଧକ୍ଷ ପାର୍ଥୀ ଗୋବିନ୍ଦ ପ୍ରଧାନ ଓ କାଉନସିଲର ମାନଙ୍କ ପାଇଁ ଯୋରଦାର ପ୍ରଚାର କରିଥିଲେ l
ପୌର ନିର୍ବାଚନ ପ୍ରଚାର ଅବସରରେ ବାଲିଗୁଡ଼ାର ବିଭିନ୍ନ ୱାର୍ଡରେ ବୈଠକ କରି ମନ୍ତ୍ରୀ ପ୍ରତାପ ଜେନାଓ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ,ସହପ୍ରଭାରୀ କିଶୋର ମେହର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ବାଲିଗୁଡା ବିଧାୟକ ଚକ୍ରମଣି କହଁର, କ. ନୂଆଗାଁ ବ୍ଳକ ବିଜେଡ଼ି ସଭାପତି କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ବ୍ଲକ ବିଜେଡି ସଭାପତି ଟୁନା ଦାସ, ପୂର୍ବତନ ପୌରଅଧ୍ୟକ୍ଷ ଲୋକନାଥ ପାଢୀ, ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଲିକ ପ୍ରମୁଖ
ପ୍ରଚାର କରିବା ସହ କର୍ମୀ ମାନଙ୍କୁ ଏକଜୁଟ ହୋଇ ନିଷ୍ଠା ର ସହ ପାର୍ଥୀ ଙ୍କ ସହ ଭୋଟର ଙ୍କ ପାଖକୁ ଯାଇ ଦଳୀୟ ପ୍ରାର୍ଥୀଙ୍କୁ ଜିତା ଇବା ଲାଗି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l
ଉକ୍ତ ନିର୍ବାଚନ ପ୍ରଚାରରେ ଚେୟା ରମେନ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ ଓ ୱାର୍ଡ ମେମ୍ବର ପ୍ରାର୍ଥୀ ଓପ୍ରାର୍ଥୀନୀ ଙ୍କ ପାଇଁ ନଗର ଉନ୍ନୟନ ମନ୍ତ୍ରୀ . ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ପ୍ରମୁଖ ଭୋଟ ଭିକ୍ଷା କରିଥିଲେ l
ମନ୍ତ୍ରୀ ଓ ସାଂସଦ ଙ୍କ ଉପସ୍ଥିତି ପ୍ରଚାର କୁ ସରଗରମ କରିଥିଲା lଫଳରେ ବାଲିଗୁଡ଼ାରେ ବିଜେଡି ର ପଲ୍ଲା ଭାରି ଥିବା ଦେଖିବାକୁ ମିଳିଛି l
ସେହି ପରି ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ମଧ୍ୟ ପ୍ରଚାରକୁଯୋରଦାର କରିଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories