ଘେଁସ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ମେଲନ ମେସନ ୨୦୨୨

Udaya_Labanya | March 21, 2022 | 14 views |0 | Breaking News


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ସହୀଦ ତୀର୍ଥ ପୀଠ ଘେଁସ ଠାରେ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ଆଜି ମେଲନ ମେସନ ୨୦୨୨ ଆୟୋଜିତ ହୋଇଯାଇଛି। ସଂସଦ ର ସଭାପତି ଅଶୋକ କୁମାର ପୁଝାରୀ ଙ୍କ ସଭାପତି ତ୍ବ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ସଂସଦ ପକ୍ଷରୁ ଦୀର୍ଘ ଦଶନ୍ଧି ଧରି ସାହିତ୍ୟ ସେବା କରି ଆସୁଥିବା ବେଳେ ପୂଜ୍ୟପୂଜା ଙ୍କୁ ମଧ୍ୟ ସମ୍ମାନିତ କରିଆସୁଛନ୍ତି। ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ କବି ଦିବ୍ୟ କିଶୋର ଦେବତା ଯୋଗ ଦେଇଥିଲେ। ପ୍ରାରମ୍ଭରେ କବି ଅଭିମନ୍ୟୁ ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ପରେ ସ୍ବଭାବ କବି ଗଙ୍ଗାଧର ମେହେର ଏବଂ କବି ଖଗେଶ୍ବର ସେଠୀଙ୍କ ପ୍ରତି ମୂର୍ତ୍ତି କୁ ମନ୍ତ୍ରୀ ଶ୍ରୀ ସିଂ ଉନ୍ମୋଚନ କରିଥିଲେ। ଏହି ଅବସରରେ ଅନେକ କବି ଲେଖକ ଙ୍କୁ ସମ୍ମାନିତ କରାଯାଇଥିଲା।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 36 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories