#Breaking News

ଦଳ ବିରୋଧୀ କାର୍ଯ୍ୟ ପାଇଁବିଜେଡି ର ୨ ପୂର୍ବତନ କାଉନସିଲର ନିଲମ୍ବିତ


ଫୁଲବାଣୀ (ସୁନୀଲ ପଟନାୟକ )
ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ପାଇଁ ଆଜି ମଙ୍ଗବାର ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ ଫୁଲବାଣୀ ସହର ର ତିନି ନମ୍ବର ପୂର୍ବତନ କାଉନସିଲର ତଥା ବିଜେଡି ନେତା ଭାଗବତ ବେହେରା ଓ ଦଶ ନମ୍ବର ୱାର୍ଡ ର ପୂର୍ବତନ କାଉନସିଲର ଶ୍ରୀବଚ୍ଛ ବେହେରା ଙ୍କୁ ଦଳ ସଭାପତି ସରୋଜ କର୍ଣ୍ଣ ନିଲମ୍ବିତ କରିଛନ୍ତି l
ଏ ନେଇ ଆଜି ମଙ୍ଗଳବାର ସଭାପତି କର୍ଣ୍ଣ ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି lଏମାନେ ଦଳୀୟ ପାର୍ଥୀ ଙ୍କୁ ବିରୋଧ କରି ସ୍ୱାଧୀନ ପାର୍ଥୀ ଦେଇଥିଲେ ତେଵେ
ଦଳ ପକ୍ଷରୁ ଏ ଦୁହେଁ ଙ୍କୁ ମନାଇବାକୁବହୁତ ଚେଷ୍ଟା କରାଯାଇଥିଲେ ମଧ୍ୟ ଏମାନେ
ମାନି ନଥିଲେ l
ଫଳରେ ବାଧ୍ୟ ହୋଇ ଦଳ ପକ୍ଷରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *