କନ୍ଧମାଳ ଜିଲ୍ଲା ବ୍ଳକ ଉପାଧ୍ୟକ୍ଷ ନିର୍ବାଚନ

Udaya_Labanya | March 23, 2022 | 86 views |0 | Breaking News


ଫୁଲବାଣୀ( ସୁନୀଲ ପଟନାୟକ)
କନ୍ଧମାଳ ଜିଲାର ୧୨ଟି ବ୍ଲକରେ ପଞ୍ଚାୟତ ସମିତି ଉପା ଧ୍ଯକ୍ଷ ନିର୍ବ।ଚନ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି ।
ଚକାପାଦ ବ୍ଲକ୍ ଉପାଧକ୍ଷ ଭାବେ ସୋମନାଥ ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇ ଥିବା ବେଳେ ତୁମୁଡ଼ିବନ୍ଧ ବ୍ଲ୍କ୍କ୍କ୍କ ଉପାଧ୍ୟକ୍ଷ ଭାବରେ ସନ୍ତୋଷ ସାହୁ, ଟିକା ବାଲି ବ୍ଳକରେ ପ୍ରସ୍ମିତା ପ୍ରଧାନ, ଖଜୁରୀପଡ଼ା ବ୍ଲ୍କକରେ ଅମିତ କୁମାର ଡିଗାଲ , କନୁଆଁ ଗା ବ୍ଲକରେ ଧବଲେଶ୍ଵର ପାତ୍ର, ଜିଉ ଦୟ ଗିରି ଏନ. ଲୁକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଦାରିଙ୍ଗ ବାଡି ବ୍ଲକ୍ ସଶ୍ମିତା ପ୍ରଧାନ, କୋଟଗଡ଼ପୁଷ୍ପାଞଳି ଭାଟ, ରାଇକିଆରୀନା ପ୍ରଧାନ, ଫୁଲ ବାଣୀ ବ୍ଳକ ଶ୍ରୀନିବାସ ମଲିକ, ଫିରିଙ୍ଗିଆ ଅଜିତ ସାହୁ, ବାଲିଗୁଡ଼ା ବ୍ଲକ୍ ନିକ ଜିନି ମଲିକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।
ନିର୍ବାଚିତ ହେବାପରେ ସବୁ ସ୍ଥାନ ରେ ଖୁସି ର ଲହରୀ ଖେଳି ଯାଇଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories