ଓକିଲ ସଂଘର ନିର୍ବାଚନ: ସଭାପତି ଵିଜୟ ମହାନ୍ତି ସମ୍ପାଦକ ଦୁର୍ଗା ପଟ୍ଟନାୟକ

Udaya_Labanya | March 26, 2022 | 53 views |0 | Breaking News


ଫୁଲବାଣୀ:-(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଵିଜୟ କୁମାର ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଦୁର୍ଗା ଶଙ୍କର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି।ସେହିପରି ଉପସଭାପତି ଭାବେ କମଳ କୁମାର ବେହେରା, ସହ ସମ୍ପାଦକ ସୁଶାନ୍ତ କୁମାର ପଟ୍ଟନାୟକ,ଲାଇବ୍ରେରୀ ସମ୍ପାଦକ ସୁନିଲ କୁମାର ବେହେରା,କୋଷାଧ୍ୟକ୍ଷ ପିତାମ୍ବର ସାହୁ ନିର୍ବାଚିତ ହୋଇଛନ୍ତି।ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ସତ୍ୟ ନାରାୟଣ ବେହେରା,କୃଷ୍ଣ ଚନ୍ଦ୍ର ସେନାପତି,ଜୟନ୍ତୀ ପାଣିଗ୍ରାହୀ,ଦିଲୀପ କୁମାର ବାନାର୍ଜୀ,ଭଗବାନ ମହାନ୍ତି,ମନୋରଞ୍ଜନ ମହାନ୍ତି,ଦେବବ୍ରତ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ବୋଲି ଓକିଲ ସଂଘର ନିର୍ବାଚନ ଅଧିକାରୀ ହରିଶ୍ଚନ୍ଦ୍ର ମହାରଣା ସୂଚନା ଦେଇଛନ୍ତି। ଏହି ନିର୍ବାଚନ କୁ ବିଶ୍ୱଜିତ ପଟ୍ଟନାୟକ ଓ ଅଶୋକ ବିଷୋୟୀ ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ ସୁଚାରୁରୂପେ ପରିଚାଳନା କରିଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 30 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories