ଫୁଲବାଣୀ ମୁନିସପାଲିଟି ରେ ବିଜେପି, ବାଲିଗୁଡା ଓ ଜି. ଉଦୟଗିରିଏନ ଏ ସି ରେ ବିଜେଡି ପାର୍ଥୀ ଙ୍କ ବିଜୟୀ

Udaya_Labanya | March 26, 2022 | 239 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣି ପୌର ପରିଷଦ ରେ ବି ଜେପି ଅଧ୍ୟକ୍ଷା ପାର୍ଥୀନୀ ସ୍ମିତା ରାଣୀ ପଟନାୟକ ବିଜୟୀ ହୋଇଥିବା ବେଳେ ବାଲିଗୁଡା ରେ ବିଜେଡି ପାର୍ଥୀ ଗୋଵିନ୍ଦ ପ୍ରଧାନ ଓ ଜି. ଉଦୟଗିରି ଏନଏ ସି ରେ ବିଜେଡି ପାର୍ଥୀନୀ ଭାନୁ ପ୍ରଭା ମିଶ୍ର ବିଜୟୀ ହୋଇଛନ୍ତି l
ଫୁଲବାଣୀ ରେ ବିଜେପି ପାର୍ଥିନି ସ୍ମିତା ରାଣୀ ମହାନ୍ତି ବିଜେଡି ପାର୍ଥିନି ପୁନମ କହଁର ଙ୍କୁ ୭୭୯ ଭୋଟ ରେ ପରାସ୍ତ କରି ବିଜୟି ହୋଇଛନ୍ତି l
ବିଜେପି ପାର୍ଥୀ ନୀ ସ୍ମିତା ରାଣୀ
୬ ହଜାର ୧ ୭ ୫ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପାର୍ଥିନି ୫ ହଜାର ୩ ୯ ୬ ଖଣ୍ଡ ଭୋଟ ପାଇଛନ୍ତି l
କଂଗ୍ରେସ ପାର୍ଥିନି ତୃତୀୟ ସ୍ଥାନ ରେ ଅଛନ୍ତି l
ସେହିପରିକାଉନସିଲର ଭାବେ ବିଜେଡି ପାର୍ଥୀ 1,2,4,7,8,9,ଓ 13,ୱାର୍ଡ ରେ ବିଜୟୀ ହୋଇଛନ୍ତି l
ବିଜେପି 5,6,11ଓ 12.ୱାର୍ଡ ରେ ବିଜୟୀ ହୋଇଛନ୍ତି l ତେଵେ 3.10ୱାର୍ଡ ରେ ସ୍ୱାଧୀନ ପାର୍ଥୀ ବିଜୟି ହୋଇଛନ୍ତି lକଂଗ୍ରେସ ଖାତା ଖୋଲି ପାରିଲାନି ଏଠାରେ l

ସେହିପରି ବାଲିଗୁଡା ଏନ ଏ ସି ରେ ବିଜେଡି ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ କଂଗ୍ରେସ ପାର୍ଥୀ ଙ୍କ ଠାରୁ ୩ ହଜାର ପାଞ୍ଚ ଶ ଚଉତିରିଶ ଭୋଟ ରେ ବିଜୟି ହୋଇଥିବା ବେଳେ ଜି. ଉଦୟ ଗିରି ଏନ ଏ ସି ରେ ବିଜେଡି ପ୍ରାଥୀ ନି ଭାନୁ ପ୍ରଭା ମିଶ୍ର ସ୍ୱାଧୀନ ପ୍ରାର୍ଥୀ ମିତା ରଣୀ ପାତ୍ର ଙ୍କ ଠାରୁ ୩ ୨ 0ଖଣ୍ଡ ଭୋଟ ରେ ବିଜୟି ହୋଇଛନ୍ତି l
ବିଜୟି ହେଵା ପରେ ଅଧ୍ୟକ୍ଷlପ୍ରାର୍ଥୀ ସ୍ମିତା ଖୁସି ବ୍ୟକ୍ତକରିବା ସହ ଭୋଟର ମାନେ ତାଙ୍କୁ ବିଜୟୀ କରିଥିବାରୁ କୃତଜ୍ଞତା ଜଣାଇବା ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories