ଫୁଲବାଣୀ ମୁନିସପାଲିଟି ରେ ବିଜେପି, ବାଲିଗୁଡା ଓ ଜି. ଉଦୟଗିରିଏନ ଏ ସି ରେ ବିଜେଡି ପାର୍ଥୀ ଙ୍କ ବିଜୟୀ

Udaya_Labanya | March 26, 2022 | 241 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣି ପୌର ପରିଷଦ ରେ ବି ଜେପି ଅଧ୍ୟକ୍ଷା ପାର୍ଥୀନୀ ସ୍ମିତା ରାଣୀ ପଟନାୟକ ବିଜୟୀ ହୋଇଥିବା ବେଳେ ବାଲିଗୁଡା ରେ ବିଜେଡି ପାର୍ଥୀ ଗୋଵିନ୍ଦ ପ୍ରଧାନ ଓ ଜି. ଉଦୟଗିରି ଏନଏ ସି ରେ ବିଜେଡି ପାର୍ଥୀନୀ ଭାନୁ ପ୍ରଭା ମିଶ୍ର ବିଜୟୀ ହୋଇଛନ୍ତି l
ଫୁଲବାଣୀ ରେ ବିଜେପି ପାର୍ଥିନି ସ୍ମିତା ରାଣୀ ମହାନ୍ତି ବିଜେଡି ପାର୍ଥିନି ପୁନମ କହଁର ଙ୍କୁ ୭୭୯ ଭୋଟ ରେ ପରାସ୍ତ କରି ବିଜୟି ହୋଇଛନ୍ତି l
ବିଜେପି ପାର୍ଥୀ ନୀ ସ୍ମିତା ରାଣୀ
୬ ହଜାର ୧ ୭ ୫ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପାର୍ଥିନି ୫ ହଜାର ୩ ୯ ୬ ଖଣ୍ଡ ଭୋଟ ପାଇଛନ୍ତି l
କଂଗ୍ରେସ ପାର୍ଥିନି ତୃତୀୟ ସ୍ଥାନ ରେ ଅଛନ୍ତି l
ସେହିପରିକାଉନସିଲର ଭାବେ ବିଜେଡି ପାର୍ଥୀ 1,2,4,7,8,9,ଓ 13,ୱାର୍ଡ ରେ ବିଜୟୀ ହୋଇଛନ୍ତି l
ବିଜେପି 5,6,11ଓ 12.ୱାର୍ଡ ରେ ବିଜୟୀ ହୋଇଛନ୍ତି l ତେଵେ 3.10ୱାର୍ଡ ରେ ସ୍ୱାଧୀନ ପାର୍ଥୀ ବିଜୟି ହୋଇଛନ୍ତି lକଂଗ୍ରେସ ଖାତା ଖୋଲି ପାରିଲାନି ଏଠାରେ l

ସେହିପରି ବାଲିଗୁଡା ଏନ ଏ ସି ରେ ବିଜେଡି ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ କଂଗ୍ରେସ ପାର୍ଥୀ ଙ୍କ ଠାରୁ ୩ ହଜାର ପାଞ୍ଚ ଶ ଚଉତିରିଶ ଭୋଟ ରେ ବିଜୟି ହୋଇଥିବା ବେଳେ ଜି. ଉଦୟ ଗିରି ଏନ ଏ ସି ରେ ବିଜେଡି ପ୍ରାଥୀ ନି ଭାନୁ ପ୍ରଭା ମିଶ୍ର ସ୍ୱାଧୀନ ପ୍ରାର୍ଥୀ ମିତା ରଣୀ ପାତ୍ର ଙ୍କ ଠାରୁ ୩ ୨ 0ଖଣ୍ଡ ଭୋଟ ରେ ବିଜୟି ହୋଇଛନ୍ତି l
ବିଜୟି ହେଵା ପରେ ଅଧ୍ୟକ୍ଷlପ୍ରାର୍ଥୀ ସ୍ମିତା ଖୁସି ବ୍ୟକ୍ତକରିବା ସହ ଭୋଟର ମାନେ ତାଙ୍କୁ ବିଜୟୀ କରିଥିବାରୁ କୃତଜ୍ଞତା ଜଣାଇବା ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories