ଫୁଲବାଣୀ ପୌର ପରିଷଦ.. ନିର୍ବାଚନ ସରୁ ସରୁ ଦେଢ଼ କୋଟି ଟଙ୍କାର ଠିକା କାମ କାହା ସ୍ୱାର୍ଥରେ ??

Udaya_Labanya | March 29, 2022 | 43 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ପୌର ନିର୍ବାଚନ ସରୁ ସରୁ ଫୁଲବାଣୀ ମୁନିସିପାଲଟି ଅଧିକାରୀ କୁଆଡେ ତରବରିଆ ଭାବେ ଦେଢ଼ କୋଟି ଟଙ୍କା ର ଠିକା କାମ କୁଆଡେ ବାଣ୍ଟି ଥିବା ଜଣାପଡିଛି l
ସେ ପୂଣି ଜଣେ ଠିକାଦାର ଙ୍କୁ l ଆସନ୍ତା କାଲି ନବନିର୍ବାଚିତ ଅଧ୍ୟକ୍ଷା ଦାଇତ୍ୱ ଗ୍ରହଣ କରିବା ନେଇ ଜାଣିବା ପରେ ଗୋଟିଏ ଦିନ ପୂର୍ବରୁ ଆଜି ବେଶ ଚତୁରତାର ସହ ଦଶ ରୁ ପନ୍ଦର କାମ ର ଆଗ୍ରୀମେଣ୍ଟ ହୋଇଥିବା ବିଭାଗ ସୂତ୍ରରୁ ଜଣାପଡିଛି l
ପୋୖରାଧ୍ୟାକ୍ଷା ବିଜେପି ଦଳ ର ହୋଇଥିବାରୁ କାଳେ କିଛି ଅସୁବିଧା ହୋଇପାରେ ସେଥିପାଇଁ ପୂର୍ବରୁ ଏସବୁ କରାଯାଇଥିବାକାଳେ ଶୁଣିବାକୁ ମିଳୁଛି l
ତେଵେ ଏନେଇ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରେ ସେ ଏ ସବୁ ପୁରୁଣା ଯୋଜନା ହେଲେ ପଂଚାୟତ ଓ ପୌର ନିର୍ବାଚନ କଟକଣା ଜୋଂଗୁଁ ବନ୍ଦ ଥିଲା, ଏଵେ କାର୍ଯ୍ୟକାରୀ କରାଯାଉଛି l
ତେଵେ, ଆ ବଶ୍ୟକହେଲେ ଏହାର ଯାଞ୍ଚ କରାଯିବ ବୋଲି ବିଜେପି ର ବରିଷ୍ଠ ନେତା ଭଗବାନ ମହାନ୍ତି
ସୂଚନା ଦେଇଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories