#Breaking News

ଫୁଲବାଣୀ ପୌର ପରିଷଦ.. ନିର୍ବାଚନ ସରୁ ସରୁ ଦେଢ଼ କୋଟି ଟଙ୍କାର ଠିକା କାମ କାହା ସ୍ୱାର୍ଥରେ ??


ଫୁଲବାଣୀ (ସୁନୀଲ ପଟନାୟକ )
ପୌର ନିର୍ବାଚନ ସରୁ ସରୁ ଫୁଲବାଣୀ ମୁନିସିପାଲଟି ଅଧିକାରୀ କୁଆଡେ ତରବରିଆ ଭାବେ ଦେଢ଼ କୋଟି ଟଙ୍କା ର ଠିକା କାମ କୁଆଡେ ବାଣ୍ଟି ଥିବା ଜଣାପଡିଛି l
ସେ ପୂଣି ଜଣେ ଠିକାଦାର ଙ୍କୁ l ଆସନ୍ତା କାଲି ନବନିର୍ବାଚିତ ଅଧ୍ୟକ୍ଷା ଦାଇତ୍ୱ ଗ୍ରହଣ କରିବା ନେଇ ଜାଣିବା ପରେ ଗୋଟିଏ ଦିନ ପୂର୍ବରୁ ଆଜି ବେଶ ଚତୁରତାର ସହ ଦଶ ରୁ ପନ୍ଦର କାମ ର ଆଗ୍ରୀମେଣ୍ଟ ହୋଇଥିବା ବିଭାଗ ସୂତ୍ରରୁ ଜଣାପଡିଛି l
ପୋୖରାଧ୍ୟାକ୍ଷା ବିଜେପି ଦଳ ର ହୋଇଥିବାରୁ କାଳେ କିଛି ଅସୁବିଧା ହୋଇପାରେ ସେଥିପାଇଁ ପୂର୍ବରୁ ଏସବୁ କରାଯାଇଥିବାକାଳେ ଶୁଣିବାକୁ ମିଳୁଛି l
ତେଵେ ଏନେଇ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରେ ସେ ଏ ସବୁ ପୁରୁଣା ଯୋଜନା ହେଲେ ପଂଚାୟତ ଓ ପୌର ନିର୍ବାଚନ କଟକଣା ଜୋଂଗୁଁ ବନ୍ଦ ଥିଲା, ଏଵେ କାର୍ଯ୍ୟକାରୀ କରାଯାଉଛି l
ତେଵେ, ଆ ବଶ୍ୟକହେଲେ ଏହାର ଯାଞ୍ଚ କରାଯିବ ବୋଲି ବିଜେପି ର ବରିଷ୍ଠ ନେତା ଭଗବାନ ମହାନ୍ତି
ସୂଚନା ଦେଇଛନ୍ତି l

Leave a comment

Your email address will not be published. Required fields are marked *