ଶାନ୍ତି ହେଲେ ବାଲିଗୁଡା ଏନଏ ସି ଉପାଧ୍ୟାକ୍ଷା

Udaya_Labanya | April 7, 2022 | 19 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଆଜି ଗୁରୁବାର କନ୍ଧମାଳ ଜିଲା ବାଲିଗୁଡା ଏନଏ ସି ର ପୋୖରଉପା ଧ୍ୟକ୍ଷାଭାବେ ବିଜୁ ଜନତା ଦଳ ର ଶାନ୍ତି ନାୟକ ନିର୍ଦ୍ୱନ୍ଦ ରେ ବିଜୟୀ ହୋଇଛନ୍ତି l ଶାନ୍ତି ଙ୍କ ପ୍ରସ୍ତାବକ ଭାବେ ବିଭୁତି ଭୂଷଣ ଲହରିଆ ଥିବା ବେଳେ ପଦ୍ମାଳୟା ନାୟକ ସମର୍ଥକ ଥିଲେ l
ଶାନ୍ତି ବିଜେଡି ଟିକେଟ ରେ ୫ ନମ୍ବର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ l
ବିଜୟୀ ହେବାପରେ ଶାନ୍ତି ନାୟକ ଦଳର ସୁପ୍ରିମୋ ନବୀନ ପଟନାୟକ, ସାଂସଦ, ମନ୍ତ୍ରୀତଥା ଜିଲା ପ୍ରଭାରୀ ପ୍ରତାପ ଜେନା, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ବାଲିଗୁଡା ବ୍ଳକ ବିଜେଡି ସଭାପତି ଟୁନା ଦାସ ଓ ଅନ୍ୟ ମାନଙ୍କୁ କୃତଜ୍ଞତା ଜଣାଇବାସହ ବାଲିଗୁଡା ଏନ ଏ ସି ର ସର୍ବାଂଙ୍ଗି ନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲିକହିଛନ୍ତି l ତାଙ୍କର ଏହି ବିଜୟ ର ଶ୍ରେୟ ସେ ବରିଷ୍ଠ ନେତା ଟୁନା ଦାସ ଙ୍କୁ ଦେଇଛନ୍ତି l
ବିଶେଷ କରି ମହିଳା ମାନଙ୍କ ବିକାଶ ଦିଗରେ ପ୍ରାଧାନ୍ୟ ଦେବେ ବୋଲି ଶାନ୍ତି କହିଛନ୍ତି lସେହିପରି ବିଜେଡି ମହିଳା ସଂଗଠନ ଯେପରି ଶକ୍ତିଶାଳୀ ଓ ମଜଭୁତ ହେବ ସେନେଇ ଉଦ୍ୟମ କରିବେ ବୋଲି ଶାନ୍ତି ଆହୁରି କହିଥିଲେ l ଉପା ଧକ୍ଷା ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେବାପରେ ଶାନ୍ତି ଙ୍କ ନିକଟକୁ ସୂବେଛl ର ସୁଅ ଛୁଟିଛି l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories