ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁର ଙ୍କ ପରଲୋକ

Udaya_Labanya | April 23, 2022 | 25 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲା ର ବାଲିଗୁଡା ର ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁର ଙ୍କ ଆଜି ଶନିବାର ପରଲୋକ ଘଟିଛି ମୃତ୍ୟୁ ବେଳକୁ ତାଙ୍କୁ ଅଶୀ ବର୍ଷ ହୋଇଥିଲା l
ସ୍ବର୍ଗତ ସୁରେନ୍ଦ୍ର କହଁର ବିଜେପି ରଗତ 2000ମସିହା ରେ ପ୍ରଥମ ବିଧାୟକ ଥିଲେଲ l
ତାଙ୍କ ମୃତ୍ଯୁ ରେ ବାଲିଗୁଡା ବିଧାନସଭା ମଣ୍ଡଳୀ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି l
ସେ ଜଣେ ଶାନ୍ତ ସରଳ ନିଷ୍କପଟ ଓ ଉଦାର ହୃଦୟର ବ୍ୟକ୍ତି ଥିଲେ ବିଧାୟକଥିବା ସମୟରେ ସେ ଅଂଚଳପାଇଁ ବହୁ ଉନ୍ନୟନ ମୂଳକ କାର୍ଯ୍ୟକରିଥିଲେ l
ତାଙ୍କ ମୃତ୍ଯୁ ରେ ବିଜେପି ଜିଲା ସଭାପତି ଜଗନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମା ଝି,ପଦ୍ମ ଚରଣ ଦାସ, ବିଜେପି ନେତା ନେତ୍ର ମା ନସେଠ, ରମେଶ ମହାନ୍ତି. ଭଗବାନ ମହାନ୍ତି, ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ବାଲିଗୁଡା ବିଧାୟକ ଚକ୍ର ମଣି କହଁର. ପୂର୍ବତନ ବିଧାୟକ ରାଜୀବ ପାତ୍ର ପ୍ରମୁଖ ଙ୍କ ସମେତ ଜିଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲପତନୟକ ପ୍ରମୁଖ ଗଭୀର ଶୋକ ପ୍ରକାଶକରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମ ବେଦନlଜ୍ଞାପନ କରିଛନ୍ତିl

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories